କଟକ: ଘରେ ଧସେଇ ପଶିଥିବା ଯୁବକଙ୍କ ନିଆଁ ଲଗାଇ ଆତ୍ମହତ୍ୟା

କଟକ: ନୟାସଡକରେ ଘରେ ଧସେଇ ପସିଥିବା ଜଣେ ଅଜଣା ଯୁବକ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ଜଣେ ବ୍ୟକ୍ତିଙ୍କ ଘରେ ଜୋଣଜବରଦସ୍ତ ପଶିଥିଲେ । ଚୋରି ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ପଶି ଥିବା ଭାବି ଘର ମାଲିକାଣୀ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ । ତେବେ ଯୁବକ ଜଣଙ୍କ ଘର ଭିତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ […]

ctc

ctc

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 07:24 AM IST

କଟକ: ନୟାସଡକରେ ଘରେ ଧସେଇ ପସିଥିବା ଜଣେ ଅଜଣା ଯୁବକ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ଜଣେ ବ୍ୟକ୍ତିଙ୍କ ଘରେ ଜୋଣଜବରଦସ୍ତ ପଶିଥିଲେ । ଚୋରି ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ପଶି ଥିବା ଭାବି ଘର ମାଲିକାଣୀ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ । ତେବେ ଯୁବକ ଜଣଙ୍କ ଘର ଭିତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos