କଟକ: ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯କୁ ବୃଦ୍ଧି

କଟକ: କଟକ ସହରରେ କାୟା ବିସ୍ତାର କରୁଛି ଜଣ୍ଡିସ୍‌। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୧୨୯ରେ ପହଞ୍ଚିଛି। ସାହିକୁ ସାହି ଡେଇଁ ଚାଲିଛି ଜଣ୍ଡିସ। ସହରର ବାଉରୀ ସାହି, ଷ୍ଟୁଆଟ୍‌ ପାଟଣା, ତୁଳସୀପୁର, ବଙ୍ଗାଳି ସାହି, ମଠ ସାହିରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଜଣ୍ଡିସ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ପଦକ୍ଷେପ ନିଆଯାଉ ଥିଲେ ମଧ୍ୟ ଏହା ରୋକିବାରେ ଯଥେଷ୍ଟ ହେଉନାହିଁ। ଗତବର୍ଷ ଯୋବ୍ରା, […]

cuttack-jundic-attack-increse

cuttack-jundic-attack-increse

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 08:46 PM IST

Sports

Latest News

କଟକ: କଟକ ସହରରେ କାୟା ବିସ୍ତାର କରୁଛି ଜଣ୍ଡିସ୍‌। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୧୨୯ରେ ପହଞ୍ଚିଛି। ସାହିକୁ ସାହି ଡେଇଁ ଚାଲିଛି ଜଣ୍ଡିସ। ସହରର ବାଉରୀ ସାହି, ଷ୍ଟୁଆଟ୍‌ ପାଟଣା, ତୁଳସୀପୁର, ବଙ୍ଗାଳି ସାହି, ମଠ ସାହିରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଜଣ୍ଡିସ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ପଦକ୍ଷେପ ନିଆଯାଉ ଥିଲେ ମଧ୍ୟ ଏହା ରୋକିବାରେ ଯଥେଷ୍ଟ ହେଉନାହିଁ।

ଗତବର୍ଷ ଯୋବ୍ରା, ଗହ୍ମାଡିଆ ଓ ଥୋରିଆ ସାହିରେ ଜଣ୍ଡିସ ବ୍ୟାପିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ନାକେଦମ ହୋଇଥିଲା। ଏବେ ପୁଣି ଅନ୍ୟ ଅଞ୍ଚଳରେ ରୋଗ ବ୍ୟାପିବା ଘଟଣା ସିଏମ୍‌ସିର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଯିବା ସହ ମାଟି ତଳେ ଯାଇଥିବା ପୁରୁଣା ପାଇପ ପରିବର୍ତ୍ତନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠା ଯାଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story