କଟକ: ନିଆଳିଥାନା କସର୍ଦ୍ଦା ଫାଣ୍ଡି ଉପରେ ୪ଟି ବୋମାମାଡ

କଟକ: କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଉପରେ ବୋମା ମାଡ ସହ ବ୍ଲାଙ୍କ ଫାୟାର ହୋଇଥିବା ସୂଚନା ମିଳିଛି। ସମୟ ପ୍ରାୟ ୧୦ଟା ୪୫ରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଫାଣ୍ଡି ଉପରେ ୪ଟି ବୋମା ଫିଙ୍ଗିବା ସହ ଗୁଳି ଫୁଟାଇଫେରାର ହୋଇଯାଇଥିବା ଜଣାପଡିଛି। ଏହାସହ ଥାନା ପରିସରରୁ ୨ ଅଫୁଟା ବୋମା ମଧ୍ୟ ଉଦ୍ଧାର କରିଛି ପୁଲିସ। ଖବର ଲେଖାଯିବା ପର୍ଯ୍ୟନ୍ତ ଏଥିରେ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏହାକୁ ନେଇ ପୋଲସି ତନାଘନା […]

bomb

bomb

Rakesh Mallick
  • Published: Sunday, 28 June 2015
  • Updated: 29 June 2015, 06:29 AM IST

କଟକ: କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଉପରେ ବୋମା ମାଡ ସହ ବ୍ଲାଙ୍କ ଫାୟାର ହୋଇଥିବା ସୂଚନା ମିଳିଛି। ସମୟ ପ୍ରାୟ ୧୦ଟା ୪୫ରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଫାଣ୍ଡି ଉପରେ ୪ଟି ବୋମା ଫିଙ୍ଗିବା ସହ ଗୁଳି ଫୁଟାଇଫେରାର ହୋଇଯାଇଥିବା ଜଣାପଡିଛି। ଏହାସହ ଥାନା ପରିସରରୁ ୨ ଅଫୁଟା ବୋମା ମଧ୍ୟ ଉଦ୍ଧାର କରିଛି ପୁଲିସ। ଖବର ଲେଖାଯିବା ପର୍ଯ୍ୟନ୍ତ ଏଥିରେ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏହାକୁ ନେଇ ପୋଲସି ତନାଘନା ଆରମ୍ଭ କରିଛି। ଥାନାର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ଜାରି ରହିଛି ବୋଲି ଜଣାପଡିଛି। ତେବେ କିଏ ଓ କେଉଁ କାରଣରୁ ଏହି ବୋମା ଓ ଗୁଳି ମାଡ ହୋଇଛି ତାହା ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story