କଟକ:  ପୋପେରା ଆଶ୍ରମ ସ୍କୁଲରୁ ଲୁଚି ପଳାଇ ଆସିଥିବା ୩ ଛାତ୍ର ଉଦ୍ଧାର

କଟକ: କଟକ ତିଗିରିଆ ଥାନା ନୂଆସଡ଼କ ସ୍ଥିତ ପୋପେରା ଆଶ୍ରମ ସ୍କୁଲରୁ ଖସି ପଳାଉଥିବାବେଳେ ୩ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସ୍କୁଲଠାରୁ ପ୍ରାୟ ୧୫କିଲୋମିଟର ଦୂର ଖୁଣ୍ଟୁଣୀ ଅଞ୍ଚଳରୁ ଗାଁ ଲୋକେ ଏହି ଛାତ୍ରମାନଙ୍କୁ ଦେଖି ଅଟକ ରଖିବା ସହ ପୋଲିସକୁ ଡାକି ଜିମା ଦେଇଥିଲେ। ଆଠଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଛାତ୍ରମାନଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି ଛାତ୍ରମାନେ ସ୍କୁଲ ପାଚେରି ଡେଇଁ ଚାଲି ଆସିଥିଲେ। ଉଦ୍ଧାର ପିଲାମାନେ ଅଭିଯୋଗ କରିଛନ୍ତି ସ୍କୁଲରେ ଶିକ୍ଷକ ମଦ ପିଇ ସେମାନଙ୍କୁ ମାଡ଼ ମାରିବା ସହ ଠିକରେ ଖାଇବାକୁ ଦେଉ ନ ଥିବାରୁ ସେମାନେ ଲୁଚି ପଳାଇଆସିଥିଲେ।

ଆହୁରି ପଢ଼ନ୍ତୁ

ଅନାହାରରେ ଆଦିବାସୀ ମହିଳାଙ୍କ ଜୀବନ ଗଲା, ସ୍ୱୀକାର କରନ୍ତୁ ସରକାର: ନିରଞ୍ଜନ

ଭଦ୍ରକ ଏସପି ଓ ଆଇଆଇସିଙ୍କ ବିରୋଧରେ ଫେରାଦ ହେଲା ବିଜେପି

ରାଜ୍ୟସରକାରଙ୍କୁ ତୀର ମାରିଲେ ଦୂତୀ , କହିଲେ ଝିଅ ପାଇଁ ଟଙ୍କା ଖର୍ଚ୍ଚ କରି ପରେ ଲଜ୍ଜିତ କଲେ ବାପା

ରାଜ୍ୟକୁ ଫେରିଲା ଲକଡାଉନ! ଜାଣନ୍ତୁ କ’ଣ ଖୋଲିବ ଓ କ’ଣ ବନ୍ଦ

ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି: ନିହତ ପୂର୍ବରୁ ମୃତକ ବି ଜାଣୁନି….

ରାଉରକେଲା ସହର ଓ ୪ ଜିଲ୍ଲା ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ, ଦର୍ଶକ ଓ ସାମ୍ବାଦିକଙ୍କୁ ମନା

ବିଜେଡିର ଛାୟା କ୍ୟାବିନେଟ୍‌: ମନ୍ତ୍ରୀଙ୍କୁ ଭରସା ପାଉନି ନା ନେତାଙ୍କୁ ଲଲିପପ୍‌?

୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ ମିଳିବ ଟେଲିମେଡିସନ୍‌ ସେବା

ଆଜି ଏଠାରୁ ଯାଉଛି କାଲି ଆଉ କେଉଁଠି ଦେଖା ହେବ…

ସୁସ୍ଥ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟିଭି ଦେଖିବାକୁ ମାଆ ମନା କଲେ, ବିଷ ପିଇଦେଲା ଝିଅ !