କଟକ: ପାଥୋଲାବ ଓ କ୍ଲିନିକ୍ ଉପରେ ଚଢାଉ

କଟକ: କଟକ ସହରର କେତେକ ପାଥୋଲାବ୍ ଓ କ୍ଲିନିକ୍ ଉପରେ ସୋମବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଡିଏମ୍ଇଟି ପକ୍ଷରୁ ହୋଇଥିବା ଏହି ଚଢାଉରେ ବେଆଇନ୍ ଭାବେ ଚାଲିଥିବା ଏକ ପାଥୋଲାବ୍ ଓ ଘରୋଇ ହସ୍ପିଟାଲ୍ ସିଲ୍ କରାଯାଇଛି । ସେହିପରି କେତେକ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।