କଟକ: କଟକ ସହରକୁ ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ ନ ହେବା ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ହଜାରେ ବର୍ଷର ଐତିହ୍ୟ ବହନ କରୁଥିବା ପୁରୁଣା ରାଜଧାନୀ କଟକ ସହରକୁ ସ୍ମାଟସିଟି ତାଲିକାରୁ ବାଦ ଦେବା ନିଶ୍ଚିନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟକ ବଞ୍ଚାଅ କମିଟି କହିଛି। ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ ହେବାପାଇଁ କେନ୍ଦ୍ର ସରକାରଙ୍କ ୧୩ ସର୍ତାବଳୀରେ କଟକ ରହୁନାହିଁ । କେନ୍ଦ୍ରସରକାର ଏହି ନିୟମରେ ପରିବର୍ତ୍ତନ କରି କଟକ ସହରକୁ ସ୍ମାଟସିଟି ଯୋଜନାରେ ସାମିଲ କରାଯାଉ ବୋଲି କଟକ ବଞ୍ଚାଅ କମିଟିର ଆବାହକ ସୁବାଷ ସିଂ, କଟକ ବଞ୍ଚାଅ କମିଟି ସଭାପତି ଅନ୍ନଦା ରାୟ ଏକ ସାମ୍ୱାଦିକ ସମ୍ମିଳନୀରେ ଜରିଆରେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
Crime
କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ
ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।
Crime
କୋଟିପତି ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।