କଟକ ସହରକୁ ସ୍ମାଟସିଟି ତାଲିକାଭୁକ୍ତ କରିବାକୁ ଦାବି

କଟକ: କଟକ ସହରକୁ ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ  ନ ହେବା ନେଇ  ଅସନ୍ତୋଷ  ବୃଦ୍ଧି ପାଉଛି।  ହଜାରେ ବର୍ଷର ଐତିହ୍ୟ ବହନ କରୁଥିବା ପୁରୁଣା ରାଜଧାନୀ କଟକ ସହରକୁ ସ୍ମାଟସିଟି ତାଲିକାରୁ ବାଦ ଦେବା ନିଶ୍ଚିନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟକ ବଞ୍ଚାଅ କମିଟି କହିଛି। ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ  ହେବାପାଇଁ କେନ୍ଦ୍ର ସରକାରଙ୍କ ୧୩ ସର୍ତାବଳୀରେ କଟକ ରହୁନାହିଁ । କେନ୍ଦ୍ରସରକାର ଏହି ନିୟମରେ ପରିବର୍ତ୍ତନ କରି କଟକ ସହରକୁ ସ୍ମାଟସିଟି ଯୋଜନାରେ ସାମିଲ କରାଯାଉ […]

cuttack

cuttack

Rakesh Mallick
  • Published: Monday, 27 July 2015
  • Updated: 27 July 2015, 04:50 AM IST

କଟକ: କଟକ ସହରକୁ ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ  ନ ହେବା ନେଇ  ଅସନ୍ତୋଷ  ବୃଦ୍ଧି ପାଉଛି।  ହଜାରେ ବର୍ଷର ଐତିହ୍ୟ ବହନ କରୁଥିବା ପୁରୁଣା ରାଜଧାନୀ କଟକ ସହରକୁ ସ୍ମାଟସିଟି ତାଲିକାରୁ ବାଦ ଦେବା ନିଶ୍ଚିନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟକ ବଞ୍ଚାଅ କମିଟି କହିଛି। ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ  ହେବାପାଇଁ କେନ୍ଦ୍ର ସରକାରଙ୍କ ୧୩ ସର୍ତାବଳୀରେ କଟକ ରହୁନାହିଁ । କେନ୍ଦ୍ରସରକାର ଏହି ନିୟମରେ ପରିବର୍ତ୍ତନ କରି କଟକ ସହରକୁ ସ୍ମାଟସିଟି ଯୋଜନାରେ ସାମିଲ କରାଯାଉ ବୋଲି କଟକ ବଞ୍ଚାଅ କମିଟିର ଆବାହକ ସୁବାଷ ସିଂ, କଟକ ବଞ୍ଚାଅ କମିଟି ସଭାପତି ଅନ୍ନଦା ରାୟ ଏକ ସାମ୍ୱାଦିକ ସମ୍ମିଳନୀରେ ଜରିଆରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story