କାର୍ଗିଲ ବିଜୟ ଦିବସରେ କାନ୍ଦୁଛି ଜନାର୍ଦ୍ଦନପୁର: ଗୋପୀନାଥଙ୍କୁ ଝୁରୁଛନ୍ତି ଗ୍ରାମବାସୀ

କଟକ: ଆଜି ହେଉଛି ଜୁଲାଇ ୨୬ କାର୍ଗିଲ ବିଜୟ ଦିବସ। ୧୯୯୯ ପାକିସ୍ତାନ ବିରୋଧରେ ଲଢ଼େଇ କରି ଭାରତୀୟ ସହିଦ ହୋଇଥିଲେ। ସେମାନଙ୍କ ବିଜୟକୁ ସ୍ମୃତିଚାରଣ କରିବା ପାଇଁ ପୂରା ଦେଶ ଆଜି ପାଳୁଛି କାର୍ଗିଲ ବିଜୟ ଦିବସ। ଏଥିରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଗୋପୀନାଥ ମହାରଣା। ଆଜି ତାଙ୍କୁ ଝୁରୁଛି ତାଙ୍କ ଭିଟାମାଟି। ପୁତ୍ର ବ୍ୟୁହୁନେ ମା’ର ଆଖିରୁ ଶୁଖୁନି ଲୁହ। ଏବେବି ସଞ୍ଜ ଓ ସକାଳେ ନିଜ ପଣତରେ ଗୋପିନାଥଙ୍କ […]

sahid salam

sahid salam

Rakesh Mallick
  • Published: Wednesday, 26 July 2017
  • Updated: 26 July 2017, 08:58 PM IST

Sports

Latest News

କଟକ: ଆଜି ହେଉଛି ଜୁଲାଇ ୨୬ କାର୍ଗିଲ ବିଜୟ ଦିବସ। ୧୯୯୯ ପାକିସ୍ତାନ ବିରୋଧରେ ଲଢ଼େଇ କରି ଭାରତୀୟ ସହିଦ ହୋଇଥିଲେ। ସେମାନଙ୍କ ବିଜୟକୁ ସ୍ମୃତିଚାରଣ କରିବା ପାଇଁ ପୂରା ଦେଶ ଆଜି ପାଳୁଛି କାର୍ଗିଲ ବିଜୟ ଦିବସ। ଏଥିରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଗୋପୀନାଥ ମହାରଣା। ଆଜି ତାଙ୍କୁ ଝୁରୁଛି ତାଙ୍କ ଭିଟାମାଟି। ପୁତ୍ର ବ୍ୟୁହୁନେ ମା’ର ଆଖିରୁ ଶୁଖୁନି ଲୁହ। ଏବେବି ସଞ୍ଜ ଓ ସକାଳେ ନିଜ ପଣତରେ ଗୋପିନାଥଙ୍କ ଫଟୋରୁ ପୋଛି ଗୁମୁରି ଗୁମୁରୀ କାନ୍ଦୁଛନ୍ତି।

https://youtu.be/LEug8DwiB0s

ସହିଦ ଗୋପୀନାଥ ମହାରଣାଙ୍କ ଜନ୍ମ କଟକ ଜିଲ୍ଲା ଜନାର୍ଦ୍ଦନପୁର ଗାଁରେ। ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଗୋପିନାଥ। ଦେଶ ପାଇଁ ଜୀବନ ଦେଇ ସେ ସବୁ ଦିନ ଅମର ରହିଗଲେ। ୨୩ ବର୍ଷ ବୟସରେ ସେ ଦେଶ ପାଇଁ ଜୀବନ ଦେଇଦେଲେ। ଗୋପୀନାଥ ୧୮ ବର୍ଷ ବୟସରେ ଦେଶସେବାରେ ନିଜକୁ ସମର୍ପଣ କରିଥିଲେ। ସେ ୫୨୮ ଏସ୍‌ପି ବାଟାଲିୟନରେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ସହିଦ ହୋଇଥିଲେ। ଆଜି ଗୋପୀନାଥଙ୍କ ପାଇଁ ଜନାର୍ଦ୍ଦନପୁର ଗାଁ ଗର୍ବିତ। ହେଲେ ରାଜ୍ୟ ସରକାର ତାଙ୍କୁ(ଗୋପୀନାଥ) ଓ ତାଙ୍କ ପରିବାରକୁ ଉଚିତ ସମ୍ମାନ ଦେଉନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story