ଇଏ ସେହି ସାଇକୋ କିଲର ! ପୁଲିସ କରୁଛି ଘନ ଘନ ଜେରା

କଟକ(ଓଡ଼ିଶା ରିପୋର୍ଟ): କଟକରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲରକୁ ଘନ ଘନ ଜେରା କରୁଛି ପୁଲିସ୍। କାହିଁକି ସେ ଲୋକଙ୍କୁ ହତ୍ୟା କରିଥିଲା, ହତ୍ୟା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ତାହା ଖୋଜୁଛି ପୁଲିସ। ଗତକାଲି ସିରିଏଲ୍ କିଲରକୁ ପୁଲିସ୍ ଗିରଫ କରିଥିଲା। ବ୍ୟକ୍ତି ଜଣକ ହେଉଛନ୍ତି  ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର  ନାରାୟଣ ସାହୁ। ଲଗାତାର ୩ ଜଣ ନିରାଶ୍ରୟ ଲୋକଙ୍କୁ ହତ୍ୟା ପରେ କଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୁକ୍ତ ଜଣଙ୍କ […]

sss,,,

sss,,,

Tapaswini Nayak
  • Published: Tuesday, 30 July 2019
  • Updated: 30 July 2019, 12:54 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟ): କଟକରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲରକୁ ଘନ ଘନ ଜେରା କରୁଛି ପୁଲିସ୍। କାହିଁକି ସେ ଲୋକଙ୍କୁ ହତ୍ୟା କରିଥିଲା, ହତ୍ୟା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ତାହା ଖୋଜୁଛି ପୁଲିସ। ଗତକାଲି ସିରିଏଲ୍ କିଲରକୁ ପୁଲିସ୍ ଗିରଫ କରିଥିଲା। ବ୍ୟକ୍ତି ଜଣକ ହେଉଛନ୍ତି  ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର  ନାରାୟଣ ସାହୁ।

ଲଗାତାର ୩ ଜଣ ନିରାଶ୍ରୟ ଲୋକଙ୍କୁ ହତ୍ୟା ପରେ କଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୁକ୍ତ ଜଣଙ୍କ ନିରାଶ୍ରୟ ଲୋକଙ୍କୁ ଧାରୁଆ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କରିବାରେ ତାକୁ ଆନନ୍ଦ ମିଳୁଥିଲା। ତାକୁ ଧରିବାକୁ ପୁଲିସ ପକ୍ଷରୁ ୫ଟି ଟିମ୍ ଗଠନ ହୋଇଥିଲା। ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ଛାନଭିନ୍ କରାଯାଇଥିଲା। ଗତକାଲି ତାକୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପୁଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଜୁଲାଇ ୨୩ ତାରିଖରେ କଟକରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୪ ତାରିଖରେ ଆଉ ଗୋଟିଏ ମୃତଦେହ ମିଳିଥିଲା। ୨୩ ତାରିଖ ରାତିରେ କଟକ ବଡ଼ ଡାକ୍ତରଖାନାର କାର୍ଡିଓଲୋଜି ବିଭାଗ ସମ୍ମୁଖରୁ ଜଣେ ବୃଦ୍ଧକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ସକାଳେ ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ସେହିପରି ତା’ପର ଦିନ ଅର୍ଥାତ୍ ୨୪ ତାରିଖରେ ଓଏମ୍ପି ପାର୍କ ନିକଟରୁ ଆଉ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଏମାନେ ସମସ୍ତେ ଦିନ ମଜୁରିଆ ଥିଲେ ଓ ସମସ୍ତଙ୍କୁ ପାଖାପାଖି ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଏସବୁ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ବିଚାର କଲା ପରେ ଏହା କୌଣସି ସାଇକୋ କିଲରର କାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରିଥିଲା ଓ ସେ ଦିଗରେ ତଦନ୍ତ ଚଳାଇଥିଲା। ଗତକାଲି ଏନେଇ ପୁଲିସ୍‌କୁ ଏକ  ବଡ଼ସଫଳତା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story