କଟକ ଶିଶୁଭବନ ପରିଦର୍ଶନ କଲେ ଜାତୀୟ ମାନବାଧିକାର କମିଶନ

କଟକ:କଟକ ଶିଶୁଭବନରେ ଗତବର୍ଷ ଘଟିଥିବା ଶିଶୁମଡ଼କ ଘଟଣାର ଯାଞ୍ଚ ଲାଗି ଜାତୀୟ ମାନବାଧିକାର କମିଶନ ତଥା  ଏନଏଚ୍‌ଆରସି ଇଷ୍ଟ ଜୋନର ସ୍ୱତନ୍ତ୍ର ପ୍ରତିନିଧି ଦାମୋଦର ଷଡଙ୍ଗୀ ଶିଶୁଭବନ ପରିଦର୍ଶନ କରିଛନ୍ତି। ଷଡଙ୍ଗୀ  ଆଜି ଶିଶୁ ମଡ଼କ ଘଟଣାର ସମସ୍ତ ରେକର୍ଡ ଓ କାଗଜପତ୍ରର ଯାଞ୍ଚ କରିଛନ୍ତି। ପରିଦର୍ଶନ ବେଳେ ଏନଏଚ୍‌ଆରସିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶିଶୁଭବନ କର୍ତ୍ତୃପକ୍ଷ ଓ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନିଆ ଶିଶୁଭବନ ପରିଦର୍ଶନରେ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ହସପିଟାଲର ଚିକିତ୍ସା […]

cuttack

cuttack

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 07:54 PM IST

Sports

Latest News

କଟକ:କଟକ ଶିଶୁଭବନରେ ଗତବର୍ଷ ଘଟିଥିବା ଶିଶୁମଡ଼କ ଘଟଣାର ଯାଞ୍ଚ ଲାଗି ଜାତୀୟ ମାନବାଧିକାର କମିଶନ ତଥା  ଏନଏଚ୍‌ଆରସି ଇଷ୍ଟ ଜୋନର ସ୍ୱତନ୍ତ୍ର ପ୍ରତିନିଧି ଦାମୋଦର ଷଡଙ୍ଗୀ ଶିଶୁଭବନ ପରିଦର୍ଶନ କରିଛନ୍ତି। ଷଡଙ୍ଗୀ  ଆଜି ଶିଶୁ ମଡ଼କ ଘଟଣାର ସମସ୍ତ ରେକର୍ଡ ଓ କାଗଜପତ୍ରର ଯାଞ୍ଚ କରିଛନ୍ତି। ପରିଦର୍ଶନ ବେଳେ ଏନଏଚ୍‌ଆରସିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶିଶୁଭବନ କର୍ତ୍ତୃପକ୍ଷ ଓ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନିଆ ଶିଶୁଭବନ ପରିଦର୍ଶନରେ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ହସପିଟାଲର ଚିକିତ୍ସା ବ୍ୟବସ୍ଥା ଓ ଭିତ୍ତିଭୂମିର ଯାଞ୍ଚ କରିବେ। ପରେ ସେ  ଜାତୀୟ ମାନବାଧିକାର କମିଶନଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ।

ଗତବର୍ଷ କଟକ ଶିଶୁଭବନରେ କ୍ରମାଗତ ଭାବେ ୫୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ହସପିଟାଲର ଭିତ୍ତିଭୂମି ନେଇ ପ୍ରଶ୍ନ ଉଠିଥିଲା। ପରେ  ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story