ସିଏମସି ବୈଠକରେ ଗଣ୍ଡଗୋଳ ଘଟଣା: ଥାନାରେ ଏତଲା ଦେଲେ କମିଶନର

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ଗଣ୍ଡଗୋଳ ଘଟଣାରେ ଆଜି ସିଏମସି କମିଶନର ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଶନିବାର ବୈଠକରେ କଥାକଟାକଟିକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଏ କାଚ ଗ୍ଲାସ୍ ଫୋପାଡ଼ିଥିଲେ ତ ଆଉ କିଏ ଟେବୁଲ ଚେୟାର୍ ଫୋପଡାଫିଙ୍ଗା କରିଥିଲେ। ବୈଠକରେ କଟକ ସହରର ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ବିରୋଧୀ କଂଗ୍ରେସ୍ କର୍ପୋରେଟରମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଶାସକ ବିଜେଡି […]

ctc

ctc

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 08:24 AM IST

Sports

Latest News

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ଗଣ୍ଡଗୋଳ ଘଟଣାରେ ଆଜି ସିଏମସି କମିଶନର ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଶନିବାର ବୈଠକରେ କଥାକଟାକଟିକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଏ କାଚ ଗ୍ଲାସ୍ ଫୋପାଡ଼ିଥିଲେ ତ ଆଉ କିଏ ଟେବୁଲ ଚେୟାର୍ ଫୋପଡାଫିଙ୍ଗା କରିଥିଲେ।
ବୈଠକରେ କଟକ ସହରର ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ବିରୋଧୀ କଂଗ୍ରେସ୍ କର୍ପୋରେଟରମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଦଳର କର୍ପୋରେଟରମାନଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ବିଜେଡି କର୍ପୋରେଟରମାନେ ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଥିବା କଂଗ୍ରେସ କର୍ପୋରେଟରମାନେ ଅଭିଯୋଗ କରିଥିଲେ। ଏହାର ଜବାବରେ ବିଜେଡି କର୍ପୋରେଟରମାନେ କଂଗ୍ରେସ ପୂର୍ବରୁ ଗଣ୍ଡଗୋଳ ପାଇଁ ପ୍ରସ୍ତୁତ ହୋଇ ଆସିଥିଲା ବୋଲି ଅଭିଯୋଗ କରିଥିଲେ। ତେବେ ଘଟଣା ଘଟିବା ପରେ ଉଭୟ ବିଜେଡି ଓ କଂଗ୍ରେସ୍ ଦଳର କର୍ପୋରେଟରମାନେ ସିଏମସି ସମ୍ମୁଖରେ ଧାରଣାରେ ବସି ପରସ୍ପର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି  ନାରାବାଜି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story