କଟକରେ କୃତ୍ରିମ ବନ୍ୟା ପରିସ୍ଥିତି ପରଖିଲା କମିଟି

କଟକ: କଟକ ସହରକୁ କୃତ୍ରିମ ବନ୍ୟା ତଥା ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ଗତକାଲି ଆରଡିସିଙ୍କ ନିର୍ଦେଶକ୍ରମେ ଗଠନ ହୋଇଥିବା କମିଟି ଆଜି ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି। ସିଏମସିର ଅତିରିକ୍ତ କମିଶନରଙ୍କ ସହ ଅନ୍ୟ ଅଧିକାରୀ ଜାଇକା ଦ୍ୱାରା ଚାଲିଥିବା ବିଭିନ୍ନ ଡ୍ରେନେଜ କାମର ତଦାରଖ କରିଛନ୍ତି। ଅତିରିକ୍ତ କମିଶନର ଭରତ ବେହେରା କହିଛନ୍ତି,“କେଉଁ କାରଣ ପାଇଁ ସହର ଜଳବନ୍ଦୀ ହେଉଛି ଓ କିପରି ତୁରନ୍ତ ସହରରୁ ଜଳ ନିଷ୍କାସନ କରାଯାଇ ପାରିବ […]

cuttack

cuttack

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 10:52 PM IST

କଟକ: କଟକ ସହରକୁ କୃତ୍ରିମ ବନ୍ୟା ତଥା ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ଗତକାଲି ଆରଡିସିଙ୍କ ନିର୍ଦେଶକ୍ରମେ ଗଠନ ହୋଇଥିବା କମିଟି ଆଜି ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି। ସିଏମସିର ଅତିରିକ୍ତ କମିଶନରଙ୍କ ସହ ଅନ୍ୟ ଅଧିକାରୀ ଜାଇକା ଦ୍ୱାରା ଚାଲିଥିବା ବିଭିନ୍ନ ଡ୍ରେନେଜ କାମର ତଦାରଖ କରିଛନ୍ତି।

ଅତିରିକ୍ତ କମିଶନର ଭରତ ବେହେରା କହିଛନ୍ତି,“କେଉଁ କାରଣ ପାଇଁ ସହର ଜଳବନ୍ଦୀ ହେଉଛି ଓ କିପରି ତୁରନ୍ତ ସହରରୁ ଜଳ ନିଷ୍କାସନ କରାଯାଇ ପାରିବ ସେନେଇ ଏକ ପ୍ଲାନ ପ୍ରସ୍ତୁତ କରାଯିବ। ନୂଆବଜାର, ମାତୃଭବନ, ବଜ୍ରକବାଟି ଆଦି ସ୍ଥାନରେ ଜାଇକା କାମ ଦ୍ୱାରା ବଡ ଡ୍ରେନରୁ ବର୍ଷା ଜଳ ଯାଇପାରୁନାହିଁ। ତୁରନ୍ତ ଜାଇକା କର୍ତ୍ତୃପକ୍ଷ ଏହି କାମ ଶେଷ କରି ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କିପରି କରିବ ସେନେଇ ଜାଇକାକୁ କମିଟି ପରାମର୍ଶ ଦେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story