ପିଟିଦେଇ ଚାଲିଗଲା...

କଟକ: ଜାତୀୟ ରାଜପଥ ଉପରେ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି। ଛିଟିକି ପଡ଼ିଲେ ଦୁଇ ବାଇକ୍‌ ଆରୋହୀ। ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ। ଘଟଣାଟି ଘଟିଛି ଟାଙ୍ଗୀର ବଇଁଚୁଆ ନିକଟରେ। ଏହି ଦୁଇ ଯୁବକ ୧୬ ନମ୍ବର ଜାତୀୟ ରାଜପଥରେ ଚଣ୍ଡିଖୋଲରୁ କଟକ ଅଭିମୁଖ ଆସୁଥିଲେ। ବଇଁଚୁଆ ନିକଟରେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଧକ୍କା ଖାଇବା ପରେ ସେମାନେ ରାସ୍ତାକଡ଼ ବ୍ୟାରିକେଡ୍‌ରେ ପିଟି ହୋଇ ପଡ଼ିଯାଇଥିଲେ। ମୃତକ ଦ୍ୱୟଙ୍କ […]

accidenimage

accidenimage

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 04:16 PM IST

Sports

Latest News

କଟକ: ଜାତୀୟ ରାଜପଥ ଉପରେ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି। ଛିଟିକି ପଡ଼ିଲେ ଦୁଇ ବାଇକ୍‌ ଆରୋହୀ। ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ। ଘଟଣାଟି ଘଟିଛି ଟାଙ୍ଗୀର ବଇଁଚୁଆ ନିକଟରେ।

ଏହି ଦୁଇ ଯୁବକ ୧୬ ନମ୍ବର ଜାତୀୟ ରାଜପଥରେ ଚଣ୍ଡିଖୋଲରୁ କଟକ ଅଭିମୁଖ ଆସୁଥିଲେ। ବଇଁଚୁଆ ନିକଟରେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଧକ୍କା ଖାଇବା ପରେ ସେମାନେ ରାସ୍ତାକଡ଼ ବ୍ୟାରିକେଡ୍‌ରେ ପିଟି ହୋଇ ପଡ଼ିଯାଇଥିଲେ। ମୃତକ ଦ୍ୱୟଙ୍କ ପରିଚୟ ମିଳିପାରିନାହିଁ। ତେବେ ବାଇକ୍ ନମ୍ବରରୁ ସେମାନେ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story