କଟକରେ ପୋଲିସର ସାଇବର କ୍ରାଇମ୍ ପ୍ରଶିକ୍ଷଣ ଶିବିର, ଷ୍ଟେଟ୍ ଫୋରେନସିକ୍ ଲ୍ୟାବରେ ଖୋଲିବ ସାଇବର ଡିଭିଜନ୍

କଟକ: ଭୁବନେଶ୍ୱରରେ ଥିବା ଷ୍ଟେଟ୍ ଫୋରେନସିକ୍ ଲ୍ୟାବରେ ସାଇବର ଡିଭିଜନ୍ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। କଟକ ପୋଲିସ ମୁଖ୍ୟାଳୟରେ ସାଇବର୍ କ୍ରାଇମ୍ ପ୍ରଶିକ୍ଷଣ ଶିବିର ଉଦଘାଟନ ଅବସରରେ ସେ ଏହି ସୂଚନା ଦେଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିନିକିଆ ପ୍ରଶିକ୍ଷଣ ଶିବିରକୁ ଶନିବାର ପୋଲିସ୍ ଡିଜି ସଂଜୀବ ମାରିକ୍ ଉଦଘାଟନ କରିଛନ୍ତି। ଦିନକୁ ଦିନ ବୃଦ୍ଧି ପାଉଥିବା […]

ctc

ctc

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 09:00 AM IST

Sports

Latest News

କଟକ: ଭୁବନେଶ୍ୱରରେ ଥିବା ଷ୍ଟେଟ୍ ଫୋରେନସିକ୍ ଲ୍ୟାବରେ ସାଇବର ଡିଭିଜନ୍ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। କଟକ ପୋଲିସ ମୁଖ୍ୟାଳୟରେ ସାଇବର୍ କ୍ରାଇମ୍ ପ୍ରଶିକ୍ଷଣ ଶିବିର ଉଦଘାଟନ ଅବସରରେ ସେ ଏହି ସୂଚନା ଦେଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିନିକିଆ ପ୍ରଶିକ୍ଷଣ ଶିବିରକୁ ଶନିବାର ପୋଲିସ୍ ଡିଜି ସଂଜୀବ ମାରିକ୍ ଉଦଘାଟନ କରିଛନ୍ତି। ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର୍ ଅପରାଧ ଏବଂ ଏ ସମ୍ପର୍କରେ ଅପରାଧର ତଦନ୍ତ ସମୟରେ କିଭଳି ସତର୍କତା ଅବଲମ୍ୱନ କରିବାକୁ ହେବ ସେ ନେଇ ପୋଲିସ୍ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ତେବେ ସାଇବର ଅପରାଧର ପ୍ରକାର ଭେଦ, ଏଫଆଇଆର୍ ପଞ୍ଜିକରଣ, ଡିଜିଟାଲ ଏଭିଡେନ୍ସ ସଂଗ୍ରହ ପ୍ରଣାଳୀ, ଫୋରେନସିକ୍ ଇମେଜିଂ, ଡିଜିଟାଲ୍ ଏଭିଡେନ୍ସର ପ୍ୟାକେଜିଂ ପ୍ରଭୃତି ବିଷୟ ଉପରେ ପୋଲିସ୍ ଅଧିକାରୀମାନଙ୍କୁ ସାଇବର୍ ଏକ୍ସପର୍ଟ ମାନେ ପ୍ରଶିକ୍ଷଣ ଦେଉଛନ୍ତି। ଅନ୍ୟପକ୍ଷରେ ସାଇବର୍ ଅପରାଧ ନେଇ ସାଧାରଣ ଲୋକଙ୍କୁ କିଭଳି ସଚେତନ କରାଯିବ ସେଥିପ୍ରତି ମଧ୍ୟ ପ୍ରଶିକ୍ଷଣ ସମୟରେ ବିଶେଷ ଧ୍ୟାନ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story