କଟକ: ମଦ ଭାଟି ଭାଙ୍ଗିଲେ ମହିଳା

କଟକ: କଟକରେ ବେଆଇନ ଭାବେ ଚାଲିଥିବା ୨ଟି ମଦ ଭାଟିକୁ ଶୁକ୍ରବାର ସକାଳେ ଶତାଧିକ ମହିଳା ଏକାଠି ହୋଇ ଭାଙ୍ଗିଛନ୍ତି। କାଠଯୋଡ଼ି ବିହାର ବାଇଗଣ ବସ୍ତିର ଶତାଧିକ ମହିଳା ଭାଟି ଭାଙ୍ଗିଛନ୍ତି।  ମଦ ଭାଟି ଉଚ୍ଛେଦ କରିବାକୁ ଗୁରୁବାର ମହିଳାମାନେ ମର୍କତ୍ତନଗର ଥାନାରେ ଜଣାଇ ଥିଲେ। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମହିଳାମାନେ ଏପରି ପଦକ୍ଷେପ ନେଇଛନ୍ତି। ଦୀର୍ଘ ୨ ବର୍ଷ ହେଲା ମଦଭାଟି ବସ୍ତି ମଧ୍ୟରେ ରହିଥିବାରୁ ନାନା ଅସୁବିଧା ହେଉଥିବା ମହିଳାମାନେ […]

mada ctc

mada ctc

Rakesh Mallick
  • Published: Friday, 12 February 2016
  • Updated: 12 February 2016, 06:10 AM IST

Sports

Latest News

କଟକ: କଟକରେ ବେଆଇନ ଭାବେ ଚାଲିଥିବା ୨ଟି ମଦ ଭାଟିକୁ ଶୁକ୍ରବାର ସକାଳେ ଶତାଧିକ ମହିଳା ଏକାଠି ହୋଇ ଭାଙ୍ଗିଛନ୍ତି। କାଠଯୋଡ଼ି ବିହାର ବାଇଗଣ ବସ୍ତିର ଶତାଧିକ ମହିଳା ଭାଟି ଭାଙ୍ଗିଛନ୍ତି।  ମଦ ଭାଟି ଉଚ୍ଛେଦ କରିବାକୁ ଗୁରୁବାର ମହିଳାମାନେ ମର୍କତ୍ତନଗର ଥାନାରେ ଜଣାଇ ଥିଲେ। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମହିଳାମାନେ ଏପରି ପଦକ୍ଷେପ ନେଇଛନ୍ତି। ଦୀର୍ଘ ୨ ବର୍ଷ ହେଲା ମଦଭାଟି ବସ୍ତି ମଧ୍ୟରେ ରହିଥିବାରୁ ନାନା ଅସୁବିଧା ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story