‘ବୁଲ୍‌ବୁଲ୍‌’ ନେଲା ମୁଣ୍ଡ: ଘରେ ଶୋଇଥିବା ଆଜବେଷ୍ଟସ୍‌ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଆଳି (ବନମାଳି ସାହୁ): ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁ ଜଣେ ବୃଦ୍ଧ ଘରେ ଶୋଇଥିଲେ। ଠିକ୍‌ ଏତିକିବେଳେ ପବନରେ ଉଡିଆସି ଏକ ଆଜବେଷ୍ଟସ୍‌ ତାଙ୍କ ଘର ଛାତ ଉପରେ ପଡ଼ିଥିଲା। ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଏମିତି ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଗତକାଲିଠାରୁ ରାଜକନିକା ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ସେଥିପାଇଁ ଗଜରାଜପୁର ଗାଁର ୭୦ ବର୍ଷିୟ ବୃଦ୍ଧ ଗଣେଶ୍ୱର ମଳିକ ଗତକାଲି ରାତିରେ […]

bulbul

bulbul

Manoranjan Sial
  • Published: Saturday, 09 November 2019
  • Updated: 09 November 2019, 05:02 PM IST

Sports

Latest News

ଆଳି (ବନମାଳି ସାହୁ): ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁ ଜଣେ ବୃଦ୍ଧ ଘରେ ଶୋଇଥିଲେ। ଠିକ୍‌ ଏତିକିବେଳେ ପବନରେ ଉଡିଆସି ଏକ ଆଜବେଷ୍ଟସ୍‌ ତାଙ୍କ ଘର ଛାତ ଉପରେ ପଡ଼ିଥିଲା। ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଏମିତି ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି।

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଗତକାଲିଠାରୁ ରାଜକନିକା ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ସେଥିପାଇଁ ଗଜରାଜପୁର ଗାଁର ୭୦ ବର୍ଷିୟ ବୃଦ୍ଧ ଗଣେଶ୍ୱର ମଳିକ ଗତକାଲି ରାତିରେ ଘରେ ଶୋଇ ଥିଲେ। ବିଳମ୍ୱିତ ରାତିରେ ବାତ୍ୟା ପବନରେ ଉଡ଼ିଅସି ଏକ ଆଜବେଷ୍ଟସ୍‌ ଗଣେଶ୍ୱର ଘରେ ଛାତ ଉପରେ ପଡ଼ିଥିଲା। ଫଳରେ ଆଜବେଷ୍ଟସ୍‌ଟି ଭାଙ୍ଗି ଗଣେଶ୍ୱରଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରାଜକନିକା ତହସିଲଦାରଙ୍କ ନିର୍ଦ୍ଦେଶରେ ଆର୍‌ଆଇ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

‘ବୁଲ୍‌ବୁଲ୍‌’ ପାରାଦୀପର ପୂର୍ବ, ଉତ୍ତର-ପୂର୍ବ ଦିଗରେ ଦୂରତାରେ ରହିଛି। ଘଣ୍ଟା ପ୍ରତି ୧୩ କି.ମି. ବେଗରେ ଏହା ଗତି କରୁଛି। ଆଜି ଅପରାହ୍ନ ୫ରୁ ରାତି ୧୦ଟା ଭିତରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିପାରେ। ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ପବନ ବୋହୁଛି। ବାତ୍ୟା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ତାଣ୍ଡବ ରଚିଛି। ପବନରେ ଚାଳ ଛପର ଘର ଉଡି ଯାଇଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story