ଆଜି ରାତିରେ ଗଭୀର ଅବପାତ, ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ‘ଜଓ୍ୱାଦ’ । ଆଜି ରାତିରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଏହା ପୁରୀ ଛୁଇଁବ । ବାତ୍ୟା ଦୁର୍ବଳ ହେଲେ ମଧ୍ୟ ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ପାଣିପାଗ ବିଭାଗ ତରଫରୁ  ଆଉ କ’ଣ କୁହାଯାଇଛି, ଚୁମ୍ବକରେ ଜାଣନ୍ତୁ- –ଆଜି ସକାଳୁ  ଉତ୍ତର ଦିଗକୁ ଗତି କରୁଛି ଜୱାଦ –ପରେ ଉତ୍ତର ଉତ୍ତର-ପୂର୍ବ […]

heavy rain

heavy rain

Niharika Rout
  • Published: Saturday, 04 December 2021
  • Updated: 04 December 2021, 12:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ‘ଜଓ୍ୱାଦ’ । ଆଜି ରାତିରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଏହା ପୁରୀ ଛୁଇଁବ । ବାତ୍ୟା ଦୁର୍ବଳ ହେଲେ ମଧ୍ୟ ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ପାଣିପାଗ ବିଭାଗ ତରଫରୁ  ଆଉ କ’ଣ କୁହାଯାଇଛି, ଚୁମ୍ବକରେ ଜାଣନ୍ତୁ-

-ଆଜି ସକାଳୁ  ଉତ୍ତର ଦିଗକୁ ଗତି କରୁଛି ଜୱାଦ

-ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ

-ଗତି ପରିବର୍ତ୍ତନ କରି ଓଡ଼ିଶା ଉପକୂଳମୁହାଁ ହେବ

-ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା

-କାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ

-ସର୍ବାଧିକ ୭୦ କିମି ବେଗରେ ପବନ ବହିବା ସମ୍ଭାବନା

- ବାତ୍ୟା ଜୱାଦ ଏବେ ଗୋପାଳପୁରଠୁ ୩୪୦ କିମି ଦୂରରେ

-ବିଶାଖାପାଟଣାଠାରୁ ୨୩୦ କିମି ଦୂରରେ ରହିଛି ଜୱାଦ

-ପୁରୀଠୁ ୪୦୦ ଓ ପାରାଦୀପଠୁ ୪୯୦ କିମି ଦୂରରେ ଜୱାଦ

-ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୪ କିମି ବେଗରେ ଗତି କରୁଛି ଜୱାଦ

-ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବନି

-ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୨ ମିମି ବର୍ଷା ରେକର୍ଡ

-ପୁରୀ, ଗୋପାଳପୁରରେ ୪୫ ମିମି ବର୍ଷା ରେକର୍ଡ

-ଆଜି ଗଞ୍ଜାମ, ଜଗତସିଂହପୁର, ପୁରୀରେ ଅଧିକ ବର୍ଷା ହେବ

-କାଲି ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ

-ଟୁଇନ୍ ସିଟିରେ ଆଜି ଓ ଆସନ୍ତାକାଲି ମେଘୁଆ ପାଗ ରହିବ । ମଝିରେ ମଝିରେ ବର୍ଷା ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story