ଦାବି ପୂରଣ ନ ହେଲେ ମାଟ୍ରିକ୍ ଖାତା ଦେଖା ବର୍ଜନ: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ

ଭୁବନେଶ୍ୱର: ସରକାରଙ୍କୁ ଡରି ନୁହେଁ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବେ ଆନ୍ଦୋଳନରତ ସ୍କୁଲ ଶିକ୍ଷକ। ତେବେ ଆନ୍ଦୋଳନ ପ୍ରତୀକାତ୍ମକ ଭାବେ ଚାଲିବ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ। ପରୀକ୍ଷା ପରିଚାଳନା ସମୟରେ ଶିକ୍ଷକମାନେ କଳାବ୍ୟାଜ୍‌ ପିନ୍ଧିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି। ଶୀଘ୍ର ଦାବି ପୂରଣ ନ ହେଲେ ଖାତା ଦେଖା ବର୍ଜନ କରାଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ […]

teacher

teacher

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 03:47 AM IST

Sports

Latest News

ଭୁବନେଶ୍ୱର: ସରକାରଙ୍କୁ ଡରି ନୁହେଁ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବେ ଆନ୍ଦୋଳନରତ ସ୍କୁଲ ଶିକ୍ଷକ। ତେବେ ଆନ୍ଦୋଳନ ପ୍ରତୀକାତ୍ମକ ଭାବେ ଚାଲିବ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ। ପରୀକ୍ଷା ପରିଚାଳନା ସମୟରେ ଶିକ୍ଷକମାନେ କଳାବ୍ୟାଜ୍‌ ପିନ୍ଧିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି। ଶୀଘ୍ର ଦାବି ପୂରଣ ନ ହେଲେ ଖାତା ଦେଖା ବର୍ଜନ କରାଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ  ଚେତାବନୀ ଦେଇଛି।

ସେହିପରି ୬୬୨ ବର୍ଗ ଯୁକ୍ତଦୁଇ ଓ ଯୁକ୍ତତିନି ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରହିଛି। ସରକାର ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ତା’ର ଦ୍ୱିତୀୟ ବୈଠକ ଆସନ୍ତା ୨୫ ତାରିଖରେ ବସିବ। ବୈଠକରେ କୌଣସି ନିଷ୍କର୍ଷ ନ ବାହାରିଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେହିପରି ଚଳିତବର୍ଷର ଯୁକ୍ତଦୁଇ ପରୀକ୍ଷା ପରିଚାଳନାକୁ ଅଧ୍ୟାପକ ଓ କର୍ମଚାରୀମାନେ ବର୍ଜନ କରିବାକୁ ଧମକ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ସଂଘ ପକ୍ଷରୁ ମହାସମାବେଶ କରାଯିବ। ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅଧ୍ୟାପକମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ୪୪୮ ବର୍ଗ ଯୁକ୍ତଦୁଇ ଅଧ୍ୟାପକ ଓ କର୍ମଚାରୀ ସଂଘ ମଧ୍ୟ ଅନୁରୂପ ଭାବେ ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story