ଡାଲି ଚଢ଼ାଉକୁ ବିରୋଧ; ଆସନ୍ତାକାଲିଠାରୁ କଟକ ମାଲଗୋଦାମ୍ ବନ୍ଦ

କଟକ: ଗୋଟିଏ ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ଡାଲି ମହଜୁଦ ରଖାଯାଇଥିବା ଅଭିଯୋଗରେ ବିଭିନ୍ନ ଗୋଦାମ ଓ ଦୋକାନରେ ଚଢ଼ାଉ ଜାରି ରହିଥିବା ବେଳେ ଅନ୍ୟପଟରେ ଏହାକୁ ବିରୋଧ କରି ଆସନ୍ତାକାଲିଠାରୁ କଟକର ମାଲଗୋଦାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି କଟକ ଚାମ୍ବର୍ସ ଅଫ୍ କମର୍ସ। ଆଜି କଟକ ଚାମ୍ବର୍ସ ଅଫ୍ କମର୍ସର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏହାର ସଦସ୍ୟ ପ୍ରଶାନ୍ତ ପଣ୍ଡା କହିଛନ୍ତି, […]

dal

dal

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 03:13 PM IST

Sports

Latest News

କଟକ: ଗୋଟିଏ ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ଡାଲି ମହଜୁଦ ରଖାଯାଇଥିବା ଅଭିଯୋଗରେ ବିଭିନ୍ନ ଗୋଦାମ ଓ ଦୋକାନରେ ଚଢ଼ାଉ ଜାରି ରହିଥିବା ବେଳେ ଅନ୍ୟପଟରେ ଏହାକୁ ବିରୋଧ କରି ଆସନ୍ତାକାଲିଠାରୁ କଟକର ମାଲଗୋଦାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି କଟକ ଚାମ୍ବର୍ସ ଅଫ୍ କମର୍ସ। ଆଜି କଟକ ଚାମ୍ବର୍ସ ଅଫ୍ କମର୍ସର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏହାର ସଦସ୍ୟ ପ୍ରଶାନ୍ତ ପଣ୍ଡା କହିଛନ୍ତି, ଡାଲି ଚଢ଼ାଉ ପ୍ରତିବାଦରେ ଆସନ୍ତାକାଲିଠାରୁ ମାଲଗୋଦାମରେ ବନ୍ଦ ଡାକରା ଦିଆଯାଇଛି। ସରକାର ଚଢ଼ାଉ ବନ୍ଦ ନକରିବା ତଥା ଜବତ କରିଥିବା ଡାଲିକୁ ନଛାଡ଼ିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ଏହି ସମୟ ମଧ୍ୟରେ ମାଲଗୋଦାମକୁ କୌଣସି ଜିନିଷ ଆମଦାନୀ କରାଯିବ ନାହିଁ।

କଟକ ଚାମ୍ବର୍ସ ଅଫ୍ କମର୍ସର ସଦସ୍ୟ ପ୍ରଶାନ୍ତ ପଣ୍ଡା କହିଛନ୍ତି ଯେ ଡାଲି ଚଢ଼ାଉକୁ ଓଡ଼ିଶା ବ୍ୟବସାୟୀ ସଂଘ ବିରୋଧ କରିଥିଲା। ଏନେଇ ଗତକାଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ସହିତ ବୈଠକ ବସିଥିଲା। ଆଉ ଚଢ଼ାଉ କରାଯିବ ନାହିଁ ମନ୍ତ୍ରୀ କହିଥିଲେ। କିନ୍ତୁ ଏହି ବୈଠକ ସରିବାର ମାତ୍ର କେଇ ଘଣ୍ଟା ପରେ ଯୋଗାଣ ବିଭାଗ ପକ୍ଷରୁ ପୁଣି ଚଢ଼ାଉ କରାଯାଇଥିଲା। ସରକାରଙ୍କ ଏଭଳି ଦୋମୁହାଁ ନୀତିକୁ ବ୍ୟବସାୟୀମାନେ ବିରୋଧ କରୁଛନ୍ତି। ଏନେଇ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆବଶ୍ୟକତାଠାରୁ ଅଡ଼ିକ ଡାଲି ମହଜୁଦ୍ ସନ୍ଦେହରେ ବ୍ରହ୍ମପୁର, କୋରାପୁଟ, ମାଲକାନଗିରି ଆଦି ସ୍ଥାନରେ ଚଢ଼ାଉ ହୋଇଥିଲା। କୋରାପୁଟ ଓ ମାଲକାନଗିରିରେ ବେଆଇନ୍ ଡାଲି ମହଜୁଦ୍ ନଥିବା ଚଢ଼ାଉ ବେଳେ ଜଣାପଡ଼ିଥିବା ବେଳେ ବ୍ରହ୍ମପୁରରୁ ୨୩ ଶହ କ୍ୱିଣ୍ଟାଲରୁ ଅଧିକ ଡାଲି ଜବତ କରାଯାଇଛି। ଗତକାଲି ମଧ୍ୟ ବ୍ରହ୍ମପୁରରେ ଚଢ଼ାଉ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣ ଆଦି ସ୍ଥାନରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଡାଲି ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story