ରାଜଧାନୀ ଉତ୍ସବ ମୁଖର, ଧୁମଧାମରେ ପାଳିତ ହୋଇଛି ଡଙ୍ଗାଭସା

<p>ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ଡଙ୍ଗାଭସା ଉତ୍ସବ। ଭୋରୁ ଭୋରୁ ଶ୍ରଦ୍ଧାଳୁମାନେ ଭୁବନେଶ୍ୱର ବିନ୍ଦୁସାଗରରେ ଡଙ୍ଗା ଭସାଇଥିଲେ। ଶ୍ରଦ୍ଧାଳୁମାନେ ଏକାଠି ହୋଇ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ। ଏହି ଅବସରରେ କୁନି କୁନି ଝିଅମାନେ ସାଧବାଣୀ ବେଶରେ ସଜେଇ ହୋଇଥିଲେ।</p> <p>ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର୍&nbsp; ବିରଞ୍ଜି ନାରାୟଣ ମହାସୁପକାର ତଥା ଅଭିନେତ୍ରୀ ଏଲିନା ପ୍ରମୁଖ ଉପସ୍ଥିତ ଥିଲେ।</p>

Ordigital Desk
  • Published: Saturday, 04 November 2017
  • Updated: 04 November 2017, 12:33 PM IST

Sports

Latest News

<p>ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ଡଙ୍ଗାଭସା ଉତ୍ସବ। ଭୋରୁ ଭୋରୁ ଶ୍ରଦ୍ଧାଳୁମାନେ ଭୁବନେଶ୍ୱର ବିନ୍ଦୁସାଗରରେ ଡଙ୍ଗା ଭସାଇଥିଲେ। ଶ୍ରଦ୍ଧାଳୁମାନେ ଏକାଠି ହୋଇ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ। ଏହି ଅବସରରେ କୁନି କୁନି ଝିଅମାନେ ସାଧବାଣୀ ବେଶରେ ସଜେଇ ହୋଇଥିଲେ।</p><p>ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର୍&nbsp; ବିରଞ୍ଜି ନାରାୟଣ ମହାସୁପକାର ତଥା ଅଭିନେତ୍ରୀ ଏଲିନା ପ୍ରମୁଖ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos