ଡିଏଭି ଛାତ୍ରୀ ତାନିଆ ବାନାର୍ଜୀ ମୃତ୍ୟୁ ପଛରେ IAS ଅଫିସରଙ୍କ ଝିଅ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ରହସ୍ୟ ଭିତରକୁ ଠେଲିହୋଇ ଯାଉଛି ଭୁବନେଶ୍ୱର ୟୁନିଟ-୮ସ୍ଥିତ ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ୍ ଛାତ୍ରୀ ତାନିଆ ବାନାର୍ଜୀ ମୃତ୍ୟୁ ଘଟଣା। ଏହି ଘଟଣାକୁ ନେଇ ତାନିଆଙ୍କ ମାଆ କେୟା ବାନାର୍ଜୀ ଗୋଟିଏ ପରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣୁଛନ୍ତି। ଘଟଣାର ଛାନଭିନ କରୁଥିବା କ୍ୟାପିଟାଲ ଥାନା ପୋଲିସ, ଆଜି ତାନିଆଙ୍କ ମାଆ ଓ ବାପାଙ୍କୁ ଡାକି ଅଧିକ ପଚରା ଉଚରା କରୁଛି। ଏହି ଅବସରରେ ମାଆ କେୟା ବାନାର୍ଜୀ ମିଡିଆ ଆଗରେ […]

Tania Image

Tania Image

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 02:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ରହସ୍ୟ ଭିତରକୁ ଠେଲିହୋଇ ଯାଉଛି ଭୁବନେଶ୍ୱର ୟୁନିଟ-୮ସ୍ଥିତ ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ୍ ଛାତ୍ରୀ ତାନିଆ ବାନାର୍ଜୀ ମୃତ୍ୟୁ ଘଟଣା। ଏହି ଘଟଣାକୁ ନେଇ ତାନିଆଙ୍କ ମାଆ କେୟା ବାନାର୍ଜୀ ଗୋଟିଏ ପରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣୁଛନ୍ତି। ଘଟଣାର ଛାନଭିନ କରୁଥିବା କ୍ୟାପିଟାଲ ଥାନା ପୋଲିସ, ଆଜି ତାନିଆଙ୍କ ମାଆ ଓ ବାପାଙ୍କୁ ଡାକି ଅଧିକ ପଚରା ଉଚରା କରୁଛି। ଏହି ଅବସରରେ ମାଆ କେୟା ବାନାର୍ଜୀ ମିଡିଆ ଆଗରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି।

ଗତକାଲି ମୃତ ଛାତ୍ରୀ ତାନିଆଙ୍କ ମାଆ କେୟା ବାନାର୍ଜୀ କହିଥିଲେ- ‘ତାନିଆଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ (କେୟା) ପାଖକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା। ଫୋନ୍‌ ଆରପଟେ ଥିବା ମହିଳା ସ୍ୱର ନିଜ ନାଁ ଶିବାନୀ ବୋଲି କହିଥିଲେ ଓ ସେ ବଙ୍ଗଳା ଭାଷାରେ କଥା ହୋଇଥିଲେ। ତାନିଆ ମୃତ୍ୟୁ ଘଟଣାରେ ଜେରା ହୋଇଥିବା ଛାତ୍ରୀମାନଙ୍କ ମଧ୍ୟରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଝିଅ ଥିବାରୁ ପୋଲିସ୍ ଘଟଣାକୁ ହାଲୁକା ଭାବେ ନେଉଛି।‘

ଆଜି କେୟା ବାନାର୍ଜୀ ଆଉଟିକେ ଖୋଲିକି ଅଭିଯୋଗ ଆଣିଛନ୍ତି। କହିଛନ୍ତି- ଶ୍ୱାସରୁଦ୍ଧ ଯୋଗୁଁ ତାନିଆର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତାନିଆ ଭୁଲ୍ କଥାରେ ପ୍ରତିବାଦ କରେ। ସବୁବେଳେ ସବୁ କଥାରେ ଲଢ଼ିଥାଏ। ହଷ୍ଟେଲରେ ସାଙ୍ଗମାନେ ତାକୁ ଚୋରଣୀ କହି ଦୋଷ ଦେବାରୁ ସେ ଡରି ଯାଇଥିଲା ଓ ଅସହାୟ ହୋଇ ପଡ଼ିଥିଲା। ସେତେବେଳେ ହିଁ ସେ ମତେ ଫୋନ୍‌ କରିଥିଲା। ମାଆ ହିସାବରେ ଯାହା ବୁଝାଇବା କଥା ମୁଁ ତାକୁ ବୁଝାଇଥିଲି। ତାନିଆ ମାନସିକ ଚାପରେ ଆତ୍ମହତ୍ୟା କରିଛି। ଯେଉଁମାନେ ଏହି ଘଟଣାରେ ଦାୟୀ ସେମାନଙ୍କୁ ଦଣ୍ଡ ମିଳୁ। ସେମାନଙ୍କ ଭିତରୁ ଜଣେ ଝିଅର ବାପା ଆଇଏଏସ୍‌ ଅଫିସର ହୋଇଥିବାରୁ ପୋଲିସ୍ ଏହି ଘଟଣାକୁ ଦବାଇ ଦେବାକୁ ଚାହୁଁଛି। ଯଦି ଜଣେ ଆଇଏଏସ୍‌ ଅଫିସର ଝିଅର ଦାମ୍ ଅଛି, ତେବେ କ’ଣ ମୋ ଝିଅର କିଛି ଦାମ୍ ନାହିଁ?

କେୟା ବାନାର୍ଜୀଙ୍କ ଅଭିଯୋଗ ଯଦି ସତ ହୋଇଥାଏ, ତେବେ ଏବେ ପ୍ରଶ୍ନ ଉଠୁଛି ସେ ଆଇଏଏସ୍ ଅଫିସର ଜଣକ କିଏ? ସତରେ କଣ ତାଙ୍କ ପ୍ରଭାବ ତାନିଆ ବାନାର୍ଜୀ ହତ୍ୟା ଘଟଣାର ତଦନ୍ତ ଉପରେ ପଡୁଛି? ପୋଲିସ୍ କଣ ତାଙ୍କ ଚାପରେ ଅଛି? ଏମିତି ଅନେକ ପ୍ରଶ୍ନ ଏବେ ତାନିଆ ବାନାର୍ଜୀ ମୃତ୍ୟୁ ଘଟଣାକୁ ରହସ୍ୟ ଭିତରକୁ ଟାଣି ନେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story