ଲୋନ୍‌ ଶୁଝିବାକୁ ରୂପେଶ ବାଛିଥିଲେ ଶର୍ଟକଟ ବାଟ, ହେଲେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭାବରୁ ନଷ୍ଟ ହେଲା ସ୍ୱଭାବ। ଅଭାବରୁ ମୁକୁଳିବାକୁ ବାଛିଥିଲେ ଶର୍ଟ-କଟ୍‌ ବାଟ। ହେଲେ ତାହା ମହଙ୍ଗା ପଡ଼ିଲା। ଫେଲ୍‌ ମାରିଗଲା ସବୁ ଯୋଜନା। ଶେଷରେ ବନ୍ଧା ହେଲେ ରୂପେଶ ପଣ୍ଡା ଓ ତାଙ୍କ ସହଯୋଗୀ ସଞ୍ଜୟ ପଣ୍ଡା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ମା’ ଓ ଝିଅଙ୍କ ଉପରକୁ ହୋଇଥିବା ଛୁରା ମାଡ଼ ଘଟଣାର ପର୍ଦ୍ଦାଫାସ କରି ଏହା ପଛର କାହାଣୀ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ […]

dcp

dcp

Niharika Rout
  • Published: Thursday, 04 November 2021
  • Updated: 04 November 2021, 02:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭାବରୁ ନଷ୍ଟ ହେଲା ସ୍ୱଭାବ। ଅଭାବରୁ ମୁକୁଳିବାକୁ ବାଛିଥିଲେ ଶର୍ଟ-କଟ୍‌ ବାଟ। ହେଲେ ତାହା ମହଙ୍ଗା ପଡ଼ିଲା। ଫେଲ୍‌ ମାରିଗଲା ସବୁ ଯୋଜନା। ଶେଷରେ ବନ୍ଧା ହେଲେ ରୂପେଶ ପଣ୍ଡା ଓ ତାଙ୍କ ସହଯୋଗୀ ସଞ୍ଜୟ ପଣ୍ଡା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ମା’ ଓ ଝିଅଙ୍କ ଉପରକୁ ହୋଇଥିବା ଛୁରା ମାଡ଼ ଘଟଣାର ପର୍ଦ୍ଦାଫାସ କରି ଏହା ପଛର କାହାଣୀ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରେସମିଟ୍‌ରେ ଦେଇଥିବା  ସୂଚନା ଅନୁଯାୟୀ,  ରୂପେଶ ଘର ପାଇଁ ୧୮ ଲକ୍ଷ ଲୋନ୍‌ କରିଥିଲେ।  ଆଉ ଏହି ଲୋନ୍‌ ଶୁଝିବା ପାଇଁ କରିଥିଲେ ଲୁଟ୍ ଯୋଜନା ।  ପଡ଼ୋଶୀଙ୍କ ଘରୁ ଲୁଟ୍ ପାଇଁ ଯୋଜନା କରିବା ପରେ ରୂପେଶ ସମାନ ସଂସ୍ଥାରେ କାମ କରୁଥିବା ବନ୍ଧୁ ସଂଜୟ ପଣ୍ଡା ସହ ମିଶି ପ୍ଲାନ କରିଥିଲେ। ପ୍ରାୟ  ମାସେ ପୂର୍ବରୁ ଦୁଇ ଅଭିଯୁକ୍ତ ଲୁଟ୍ ପାଇଁ ଯୋଜନା କରିଥିଲେ । ଏଥିପାଇଁ ୩ ନମ୍ବର ମାର୍କେଟରୁ ଛୁରି, ଖେଳନା ବନ୍ଧୁକ, ସେଲୋଟେପ୍‌ ଓ ଝିଅ ଡ୍ରେସ୍ ବି କିଣିଥିଲେ ।

ଗତ ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ନିଜ ଡ୍ରେସ୍‌ ବଦଳାଇ ଝିଅ ଡ୍ରେସ୍ ପିନ୍ଧିଥିଲେ ରୂପେଶ । ସେଠାରୁ ଏକ ଅଟୋ ଯୋଗେ ପଡ଼ୋଶୀ ମହିଳାଙ୍କ ଘରକୁ ଆସିଥିଲେ । ଘରେ ପଶି ହଠାତ୍ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ରୂପେଶ । ମହିଳାଙ୍କ ପାଟି ଶୁଣି ତାଙ୍କ ମା’ ବି ପହଞ୍ଚି ପ୍ରତିରୋଧ କରିଥିଲେ ।  ଉଭୟଙ୍କ ସାହସିକ ପଦକ୍ଷେପ ଯୋଗୁଁ ଲୁଟ୍ ଯୋଜନା ଫସର ଫାଟିଥିବା ସୂଚନା ଦେଇଛନ୍ତି ଡିସିପି  । ଏହି ଘଟଣାର ତଦନ୍ତ କରି ଉଭୟ ରୂପେଶ ଓ ସଂଜୟଙ୍କୁ ଗିରଫ କରାଯାଇଛି ।

ସଞ୍ଜୟ ପଣ୍ଡା ଏହି ଲୁଟ୍‌ ଯୋଜନାରେ ସାମିଲ ଥିବା ବେଳେ ପୁଲିସ୍‌ ତାଙ୍କୁ ତାଙ୍କ ନୟାପଲ୍ଲୀସ୍ଥିତ ଘରୁ ଗିରଫ କରିଛି। ଲୁଟ୍‌ ପାଇଁ ବ୍ୟବହୃତ ସମସ୍ତ ଜିନିଷ କିଣି ସାରିବା ପରେ ସଞ୍ଜୟ ପଣ୍ଡାଙ୍କ ଘରେ ରଖାଯାଇଥିଲା।  ରୂପେଶ ୧ ତାରିଖ ସକାଳେ ସଞ୍ଜୟଙ୍କ ଘରକୁ ଯାଇ ଉକ୍ତ ଜିନିଷ ଆଣିଥିଲେ। ପୁଲିସ୍‌ ତଦନ୍ତ କରି ସଞ୍ଜୟଙ୍କୁ ତାଙ୍କ ଘରୁ ଗିରଫ କରିଛି।

ଏଥିସହ ଉଭୟ ମହିଳା ଓ ତାଙ୍କ ମା’ଙ୍କ ସାହସ ଯୋଗୁ ଲୁଟ୍‌ ଯୋଜନା ଫସର ଫାଟିଥିବାରୁ ଉଭୟଙ୍କୁ କମିଶନରେଟ ପୁଲିସ୍‌ ତରଫରୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ଡିସିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story