ମାରି ଦେଇଛନ୍ତି କି?

<p>ଖୋର୍ଦ୍ଧା: ଖୋର୍ଦ୍ଧା ମଳିପଡ଼ା ନିକଟରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।&nbsp; ସେ ହେଲେ ହରିଜନ ସାହିର ଅର୍ଜୁନ ନାୟକ। &nbsp;ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।&nbsp; ୧୬ ନମ୍ବର ଜାତୀୟ ରାଜପଥର ମଳିପଡ଼ା ନିକଟରେ ଯୁବକଙ୍କୁ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ&nbsp; ପୋଲିସକୁ ଖବର ଦେଇଥିଲେ।</p> <p>ଜଙ୍କିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମର ସହାୟତା ନେଇଛି।&nbsp; ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।</p>

Ordigital Desk
  • Published: Monday, 18 December 2017
  • Updated: 18 December 2017, 12:49 PM IST

Sports

Latest News

<p>ଖୋର୍ଦ୍ଧା: ଖୋର୍ଦ୍ଧା ମଳିପଡ଼ା ନିକଟରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।&nbsp; ସେ ହେଲେ ହରିଜନ ସାହିର ଅର୍ଜୁନ ନାୟକ। &nbsp;ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।&nbsp; ୧୬ ନମ୍ବର ଜାତୀୟ ରାଜପଥର ମଳିପଡ଼ା ନିକଟରେ ଯୁବକଙ୍କୁ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ&nbsp; ପୋଲିସକୁ ଖବର ଦେଇଥିଲେ।</p><p>ଜଙ୍କିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମର ସହାୟତା ନେଇଛି।&nbsp; ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos