ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ୍‌ ଛକରେ ଥିବା ହୋଣ୍ଡା ଶୋ’ ରୁମ୍‌ ପାଖରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିନାହିଁ। ହରିଚନ୍ଦନପୁର ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ପାଖରୁ ୩୧୦ ଟଙ୍କା, ଗୋଟିଏ ସାଇକେଲ ଚାବି ଓ ଏକ ଜଳଖିଆ ପୁଡ଼ିଆ ଜବତ କରାଯାଇଛି। ଗତକାଲି ଯୁବକ ଜଣଙ୍କ ସେଠାରେ […]

dead

dead

Jitendra Garnayak
  • Published: Saturday, 07 December 2019
  • Updated: 07 December 2019, 11:28 AM IST

Sports

Latest News

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ୍‌ ଛକରେ ଥିବା ହୋଣ୍ଡା ଶୋ’ ରୁମ୍‌ ପାଖରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିନାହିଁ। ହରିଚନ୍ଦନପୁର ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ପାଖରୁ ୩୧୦ ଟଙ୍କା, ଗୋଟିଏ ସାଇକେଲ ଚାବି ଓ ଏକ ଜଳଖିଆ ପୁଡ଼ିଆ ଜବତ କରାଯାଇଛି। ଗତକାଲି ଯୁବକ ଜଣଙ୍କ ସେଠାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଯୁବକ ଜଣକ କିଏ ଓ କେଉଁ ପରିସ୍ଥିତି ରେ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story