ଚଇତି ପର୍ବ ଦାଇତ୍ୱରେ ଥିଲେ, ଆଜି ମିଳିଲା କଙ୍କାଳ

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ରାୟଗଡ଼ା ଆଞ୍ଜିଆପେଟା ଛକ ନିକଟରେ ଥିବା ନୂଆସାହି ପାହାଡ଼ ଉପରୁ ମିଳିଛି ଏକ ନରକଙ୍କାଳ। ଝୁଲନ୍ତା ଅବସ୍ଥାରେ ଏହି ନରକଙ୍କାଳ ମିଳିଥିବା ବେଳେ ପାଖରୁ ମିଳିଛି ସିଆରପିଏଫ୍ ୟୁନିଫର୍ମ ଓ ପରିଚୟ ପତ୍ର। ଯାହାପରେ ଏହା CRPF ଯବାନଙ୍କ ମୃତଦେହ ହୋଇଥିବା ନେଇ ସନ୍ଦେହ ବଢ଼ିଛି । ପରିଚୟପତ୍ରରେ ଧରମ ଦେବଙ୍କ ନାଁ ରହିଛି। ସେ ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ସେପଟେ ଜାନୁଆରୀ ୨ ତାରିଖରୁ ଚଇତି ପର୍ବ ପାଇଁ […]

v-908

v-908

Tapas Behera
  • Published: Sunday, 23 February 2020
  • Updated: 23 February 2020, 05:52 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ରାୟଗଡ଼ା ଆଞ୍ଜିଆପେଟା ଛକ ନିକଟରେ ଥିବା ନୂଆସାହି ପାହାଡ଼ ଉପରୁ ମିଳିଛି ଏକ ନରକଙ୍କାଳ। ଝୁଲନ୍ତା ଅବସ୍ଥାରେ ଏହି ନରକଙ୍କାଳ ମିଳିଥିବା ବେଳେ ପାଖରୁ ମିଳିଛି ସିଆରପିଏଫ୍ ୟୁନିଫର୍ମ ଓ ପରିଚୟ ପତ୍ର। ଯାହାପରେ ଏହା CRPF ଯବାନଙ୍କ ମୃତଦେହ ହୋଇଥିବା ନେଇ ସନ୍ଦେହ ବଢ଼ିଛି ।

ପରିଚୟପତ୍ରରେ ଧରମ ଦେବଙ୍କ ନାଁ ରହିଛି। ସେ ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ସେପଟେ ଜାନୁଆରୀ ୨ ତାରିଖରୁ ଚଇତି ପର୍ବ ପାଇଁ ସୁରକ୍ଷା ଦାୟିତ୍ୱରେ ଆସି ଧରମ ଦେବ ନିଖୋଜ ଥିବା ଜଣାପଡ଼ିଛି । ଏହାପରେ ଏହି କଙ୍କାଳଟି ଧରମ ଦେବଙ୍କ ହୋଇଥିବା ନେଇ ସନ୍ଦେହ ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos