ବିଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ସୋନପୁର: ବିଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଗହିରଖମଣ ଗାଁରେ। ଆଜି ସକାଳେ ଗାଁ ମୁଣ୍ଡ ବିଲରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ମୁହଁରେ କ୍ଷତ ବିକ୍ଷତ ହୋଇଥିବାରୁ ତାଙ୍କ ପରିଚୟ ଜଣାପଡ଼ିନାହିଁ। ପଥରରେ ଛେଚି ଯୁବତୀଙ୍କୁ ହତ୍ୟା କଲା ପରେ ପରିଚୟ ନଷ୍ଟ ପାଇଁ ମୁହଁକୁ କ୍ଷତବିକ୍ଷତ କରି ବିଲରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ସୋନପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସର […]

dead body

dead body

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 11:13 AM IST

Sports

Latest News

ସୋନପୁର: ବିଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଗହିରଖମଣ ଗାଁରେ। ଆଜି ସକାଳେ ଗାଁ ମୁଣ୍ଡ ବିଲରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ମୁହଁରେ କ୍ଷତ ବିକ୍ଷତ ହୋଇଥିବାରୁ ତାଙ୍କ ପରିଚୟ ଜଣାପଡ଼ିନାହିଁ। ପଥରରେ ଛେଚି ଯୁବତୀଙ୍କୁ ହତ୍ୟା କଲା ପରେ ପରିଚୟ ନଷ୍ଟ ପାଇଁ ମୁହଁକୁ କ୍ଷତବିକ୍ଷତ କରି ବିଲରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି।

ସୋନପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story