ଜଙ୍ଗଲରୁ ଅର୍ଦ୍ଧ ଦଗ୍ଧ କଙ୍କାଳ ଉଦ୍ଧାର

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର  ଜିଲ୍ଲା ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ମହଁଖଣ୍ଡ ଛତ୍ରଦାଣ୍ଡି ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ କଙ୍କାଳ ଗତକାଲି  ଉଦ୍ଧାର କରାଯାଇଛି।  ସ୍ଥାନୀୟ ଲୋକଙ୍କ  ନିକଟରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।   ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ  ହତ୍ୟା ପରେ ତାଙ୍କୁ କେହି ପୋଡ଼ିବାକୁ ଚେଷ୍ଠା କରି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଜଙ୍ଗଲରେ ଫୋପାଡ଼ି ଦେଇ ପଳାଇଥିବା […]

666666666666

666666666666

Tapaswini Nayak
  • Published: Friday, 10 April 2020
  • Updated: 10 April 2020, 10:16 AM IST

Sports

Latest News

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର  ଜିଲ୍ଲା ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ମହଁଖଣ୍ଡ ଛତ୍ରଦାଣ୍ଡି ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ କଙ୍କାଳ ଗତକାଲି  ଉଦ୍ଧାର କରାଯାଇଛି।

 ସ୍ଥାନୀୟ ଲୋକଙ୍କ  ନିକଟରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। 

 ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ  ହତ୍ୟା ପରେ ତାଙ୍କୁ କେହି ପୋଡ଼ିବାକୁ ଚେଷ୍ଠା କରି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଜଙ୍ଗଲରେ ଫୋପାଡ଼ି ଦେଇ ପଳାଇଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story