ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା, ୬ ପୁଲିସ୍ କର୍ମଚାରୀଙ୍କ ନାଁରେ ଏତଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଏକ ଚର୍ଚ୍ଚା। ଏହି ଘଟଣାରେ ମୃତ ପିଏଙ୍କ ପତ୍ନୀ SDJM କୋର୍ଟରେ ମାମଲା ଦାୟର କରିଛନ୍ତି। ସେ ଏସପିଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀଙ୍କ ନାଁରେ ମାମଲା ଦାୟର କରିଛନ୍ତି। ତଦନ୍ତରେ ବିଳମ୍ବ ଓ ମାମଲା ଉଠାଇ ନେବାକୁ ଧମକଚମକ ଦେଉଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ୱର୍ଗତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ। ଏପରିକି […]

malkangiri

malkangiri

Ranjit Kumar Jena
  • Published: Thursday, 28 January 2021
  • Updated: 28 January 2021, 08:47 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଏକ ଚର୍ଚ୍ଚା। ଏହି ଘଟଣାରେ ମୃତ ପିଏଙ୍କ ପତ୍ନୀ SDJM କୋର୍ଟରେ ମାମଲା ଦାୟର କରିଛନ୍ତି। ସେ ଏସପିଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀଙ୍କ ନାଁରେ ମାମଲା ଦାୟର କରିଛନ୍ତି। ତଦନ୍ତରେ ବିଳମ୍ବ ଓ ମାମଲା ଉଠାଇ ନେବାକୁ ଧମକଚମକ ଦେଉଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ୱର୍ଗତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ। ଏପରିକି ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ମଧ୍ୟ ଅପିଲ୍ କରିଛନ୍ତି ପିଏଙ୍କ ପତ୍ନୀ।

ସ୍ୱର୍ଗତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ଏସପି ରିଶିକେଷ ଖିଲାରୀଙ୍କ ସମେତ ଆଇଆଇସି ରାମ ପ୍ରସାଦ ନାଗ, ଡିଆଇବିର ପୂର୍ବତନ ଇନସପେକ୍ଟର ସୌମ୍ୟ ଶେଖର ତ୍ରିପାଠୀ, କନେଷ୍ଟବଲ ଶ୍ରୀ ପାଢୀ, କୁମାର ମୁନ୍ନା ଏବଂ ରମାକାନ୍ତ ପ୍ରଧାନଙ୍କ ନାମରେ ଏତଲା ଦେଇଛନ୍ତି। ଏମାନଙ୍କ ବିରୋଧରେ ୧୩ଟି ଅଭିଯୋଗ ଏସଡିଜେଏମଙ୍କ କୋର୍ଟରେ ଏତଲା ଦିଆଯାଇଛି। ତେବେ କେସ ନମ୍ବର ୫/୨୦୨୧ ଅନୁଯାୟୀ ଏହି ୬ ଜଣଙ୍କ ନାମରେ ୫୦୬, ୨୦୪, ୨୦୩, ୨୦୨, ୨୦୧, ୧୯୬, ୧୯୩, ୧୯୨, ୧୧୯, ୧୧୫, ୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗାଯାଇଥିବା ଜଣାପଡିଛି।

ଜିଲ୍ଲାପାଳଙ୍କ ବିରୋଧରେ କେଶ ରୁଜୁ ନକରିବାରୁ ପତ୍ନୀ ବନଜା ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ। ସେତେବେଳେ ମାନ୍ୟବର କୋର୍ଟ ମାଲାକନଗିରି ପୁଲିସକୁ ସେହି କେଶ ହସ୍ତାନ୍ତର କରି ତୁରନ୍ତ କେଶ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏବେ ଏସପିଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଏତଲା ଦାୟର ହୋଇଥିବାରୁ ଏହା କି ମୋଡ ନେଉଛି ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ୨୦୧୯, ଡିସେମ୍ବର ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ତା’ ପୂର୍ବଦିନ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ସତୀଗୁଡ଼ା ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story