ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ  

ବାରିପଦା(ମାଣିକଲାଲ୍‌ ପାଣି): ବର୍ଷେ ପରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ବିଚାର କରି ବାରିପଦା ଏଡିଜେ କୋର୍ଟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା। ପୂରା ଘଟଣା ଏମିତି। ରଜ ପାଇଁ ପୂରା ଗାଁ ଉତ୍ସବ ମୁଖର ହୋଇଥିଲା। ସେଦିନ ଅଭିଯୁକ୍ତ ଜାମିନୀକାନ୍ତ ସାଇକେଲ୍‌ […]

baripada

baripada

Manoranjan Sial
  • Published: Wednesday, 28 August 2019
  • Updated: 28 August 2019, 05:11 PM IST

ବାରିପଦା(ମାଣିକଲାଲ୍‌ ପାଣି): ବର୍ଷେ ପରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ବିଚାର କରି ବାରିପଦା ଏଡିଜେ କୋର୍ଟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା।

ପୂରା ଘଟଣା ଏମିତି। ରଜ ପାଇଁ ପୂରା ଗାଁ ଉତ୍ସବ ମୁଖର ହୋଇଥିଲା। ସେଦିନ ଅଭିଯୁକ୍ତ ଜାମିନୀକାନ୍ତ ସାଇକେଲ୍‌ ଚଳାଇବା ଶିଖାଇବା ପାଇଁ ୮ ବର୍ଷର କୁନି ଝିଅଟିକୁ ଡ଼ାକି ନେଇଯାଇଥିଲେ। ସାଇକେଲ୍‌ ଚାଳନା ଶିଖାଇବା ପରିବର୍ତ୍ତେ ତାକୁ ଗରୁଡ଼ବସା ଜଙ୍ଗଲକୁ ଡାକିନେଇ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରିଥିଲା।

ସନ୍ଧ୍ୟାବେଳେ ଜାମିନୀକାନ୍ତ ଘରକୁ ଫେରିଥିଲା। କିନ୍ତୁ ନାବାଳିକା ଜଣଙ୍କ ଘରକୁ ଫେରିନଥିଲା। ପରିବାର ଲୋକେ ଝିଅକୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ନାବାଳିକାକୁ ଜାମିନୀକାନ୍ତ ସାଙ୍ଗରେ ନେଇ ଯାଉଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ତାଙ୍କୁ ପଚରାଉଚରା କରିଥିଲେ। ସେ କିଛି ଜାଣିନଥିବା କହିଥିଲା। ତାଙ୍କ କଥା ଉପରେ ଗ୍ରାମବାସୀଙ୍କର ସନ୍ଦେହ ହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଏନେଇ ପରିବାର ଲୋକେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ ମାମଲା ରୁଜୁ କରି ନାବାଳିକାର ମୃତଦେହ ଗାଁ ପାଖ ଗରୁଡ଼ବସା ଜଙ୍ଗଲରୁ ଉଦ୍ଧାର କରିଥିଲା। ଏହି ମାମଲାରେ ଜାମିନୀକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ଷେ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି। କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜାମିନୀକାନ୍ତ ଅନ୍ୟ ଏକ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଯାଇଥିଲା। ଜାମିନରେ ଆସି ବେଙ୍ଗାଲୁରୁକୁ କାମ କରିବା ପାଇଁ ଚାଲି ଯାଇଥିଲା। ରଜରେ ଘରକୁ ଫେରି ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story