ଦେବଗଡ: ଲାଞ୍ଚ ନେଇ ଦୁଧିଆନାଳୀ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଗିରଫ

ଦେବଗଡ: ଦେବଗଡ ତିଳେଇବଣି ବ୍ଲକ୍ ଦୁଧିଆନାଳୀ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଜଗବନ୍ଧୁ ପ୍ରଧାନ ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ହିତାଧିକାରୀଙ୍କ ନାମରେ ଥିବା କାର୍ଯ୍ୟଦେଶ ପତ୍ର ବ୍ଲକରୁ ଆଣିବା ପାଇଁ ନିର୍ବାହୀ ଅଧିକାରୀ ପଇସା ଦାବି କରୁଥିବା ଗାଁ ଲୋକେ ଭିଜିଲାନସ୍ ନିକଟରେ ଅଭିଯୋଗ କରିଥିଲେ । ଗତକାଲି ଯୋଜନା ଅନୁସାରେ ଭିଜଲାନସ୍ ଦୁଧିଆନାଳୀ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ କରି ନିର୍ବାହୀ ଅଧିକାରୀଙ୍କ ଟେବୁଲ ଉପରୁ ଲାଞ୍ଚଟଙ୍କା ଜବତ କରିଥିଲା।

vigilance

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 04:53 AM IST

ଦେବଗଡ: ଦେବଗଡ ତିଳେଇବଣି ବ୍ଲକ୍ ଦୁଧିଆନାଳୀ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଜଗବନ୍ଧୁ ପ୍ରଧାନ ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ହିତାଧିକାରୀଙ୍କ ନାମରେ ଥିବା କାର୍ଯ୍ୟଦେଶ ପତ୍ର ବ୍ଲକରୁ ଆଣିବା ପାଇଁ ନିର୍ବାହୀ ଅଧିକାରୀ ପଇସା ଦାବି କରୁଥିବା ଗାଁ ଲୋକେ ଭିଜିଲାନସ୍ ନିକଟରେ ଅଭିଯୋଗ କରିଥିଲେ ।

ଗତକାଲି ଯୋଜନା ଅନୁସାରେ ଭିଜଲାନସ୍ ଦୁଧିଆନାଳୀ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ କରି ନିର୍ବାହୀ ଅଧିକାରୀଙ୍କ ଟେବୁଲ ଉପରୁ ଲାଞ୍ଚଟଙ୍କା ଜବତ କରିଥିଲା।

Related story