ବିଷ ଓଗାଳିଲେ ଦେବାଶିଷ, ନବୀନଙ୍କ ନେତୃତ୍ୱ ଉପରକୁ ଅଙ୍ଗୁଳି ଉଠାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଭିତରେ ଦୀର୍ଘଦିନ କୁହୁଳୁଥିବା ଅନ୍ତଃକନ୍ଦଳ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପରେ ପୁଣି ଜଣେ ବିଜେଡିର ହେବିୱେଟ ନେତା ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଏଥର ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। କ୍ୱାର୍ଟର ଛାଡ଼ିବା ନୋଟିସକୁ ନେଇ ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ଦେବାଶିଷ। ସେ କହିଛନ୍ତି ଯେ, କ୍ୱାର୍ଟର ଛାଡ଼ିବା ନେଇ ନୋଟିସ କରିବା ଶୋଭନୀୟ ନୁହେଁ । ନୋଟିସ ପଠାଇବା, କେସ୍ କରିବା […]

54t

54t

Tapas Behera
  • Published: Monday, 16 September 2019
  • Updated: 16 September 2019, 05:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଭିତରେ ଦୀର୍ଘଦିନ କୁହୁଳୁଥିବା ଅନ୍ତଃକନ୍ଦଳ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପରେ ପୁଣି ଜଣେ ବିଜେଡିର ହେବିୱେଟ ନେତା ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଏଥର ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। କ୍ୱାର୍ଟର ଛାଡ଼ିବା ନୋଟିସକୁ ନେଇ ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ଦେବାଶିଷ। ସେ କହିଛନ୍ତି ଯେ, କ୍ୱାର୍ଟର ଛାଡ଼ିବା ନେଇ ନୋଟିସ କରିବା ଶୋଭନୀୟ ନୁହେଁ ।

ନୋଟିସ ପଠାଇବା, କେସ୍ କରିବା ଶୋଭନୀୟ ନୁହେଁ। ଆମ ସରକାର ଅଛି। ଫୋନ୍‌ରେ ସେମାନେ ମୋ ସହ କଥା ହୋଇପାରିଥାନ୍ତେ। ପିଅନ ହାତରେ ନୋଟିସ ପଠାଇବା ଶୋଭନୀୟ ନୁହେଁ। ଦେବାଶିଷ ଆହୁରି କହିଛନ୍ତି ଯେ, ନବୀନଙ୍କ ନେତୃତ୍ୱରେ ଦଳ ଆମେ ତିଆରି କରିଥିଲୁ। ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ମୁଁ ନବୀନଙ୍କ ସାଥୀରେ ଥିଲି।

ଏବେ ସମୟ ବଦଳି ଯାଇଛି ବୋଲି କହିଲେ ଦେବାଶିଷ। ଦଳ ଯେମିତି ଚାଲିଛି, ସେଥିରେ ଆମେ ଫିଟିଂ ହୋଇପାରୁନୁ। ଯାହା ବ୍ୟବହାର ଦେଖାଇଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସନ କେମିତି ଚାଲିଛି ସାଧାରଣ ଲୋକ କହିବେ ବୋଲି କହି ଦେବାଶିଷ ନିଜ ଅସନ୍ତୋଷ ଜାହିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story