ଡେକାନ୍ ଠକେଇ ମାମଲା: ରାଜଧାନୀରେ ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲ ଏସପି

ଭୁବନେଶ୍ୱର: ବହୁ କୋଟି ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ ଆଇପିଏଲ୍ ଟିମ୍ ଡେକାନ୍ ଚାର୍ଜସ ଓ ଇଂଲିଶ ଖବରକାଗଜ ଡେକାନ୍ କ୍ରୋନିକଲର ଭାଇସ୍ ଚେୟାରମ୍ୟାନ୍ ପି.କେ.ଆୟାରଙ୍କୁ ଆଜି ବେଙ୍ଗଳୁରୁ ନିଆଯିବ। ବେଙ୍ଗଳୁରୁ ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗଳୁରୁ ନେବ। ଆୟାରଙ୍କୁ ରିମାଣ୍ଡରେ ନେବା ଲାଗି  ଭୁବନେଶ୍ୱରରେ ପହଞ୍ଚିଛନ୍ତି ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲ ଏସପି ସୁର୍ଯ୍ୟା ଥାଙ୍କପ୍ପାନ।ଗତକାଲି ରାତିରେ ବେଙ୍ଗଳୁରୁ ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲର […]

pk iyar

pk iyar

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 09:29 AM IST

Sports

Latest News

ଭୁବନେଶ୍ୱର: ବହୁ କୋଟି ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ ଆଇପିଏଲ୍ ଟିମ୍ ଡେକାନ୍ ଚାର୍ଜସ ଓ ଇଂଲିଶ ଖବରକାଗଜ ଡେକାନ୍ କ୍ରୋନିକଲର ଭାଇସ୍ ଚେୟାରମ୍ୟାନ୍ ପି.କେ.ଆୟାରଙ୍କୁ ଆଜି ବେଙ୍ଗଳୁରୁ ନିଆଯିବ। ବେଙ୍ଗଳୁରୁ ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗଳୁରୁ ନେବ। ଆୟାରଙ୍କୁ ରିମାଣ୍ଡରେ ନେବା ଲାଗି  ଭୁବନେଶ୍ୱରରେ ପହଞ୍ଚିଛନ୍ତି ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲ ଏସପି ସୁର୍ଯ୍ୟା ଥାଙ୍କପ୍ପାନ।ଗତକାଲି ରାତିରେ ବେଙ୍ଗଳୁରୁ ସିବିଆଇର ବ୍ୟାଙ୍କ୍ ସିକ୍ୟୁରିଟି ଫ୍ରଡ୍ ସେଲର ଆଡିସିନାଲ ଏସପି ବିଶ୍ୱଜିତ ଦାସ ଭୁବନେଶ୍ୱରରେ ପହଞ୍ଚିଥିଲେ। ରିମାଣ୍ଡରେ ନେବା ପାଇଁ ଗତକାଲି କୋର୍ଟଙ୍କ ଅନୁମତି ମିଳିସାରିଥିବା ବେଳେ ଆୟାରଙ୍କ ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇସାରିଛି।ଆୟାରଙ୍କୁ ବେଙ୍ଗଳୁରୁ ନିଆଯିବା ପରେ ଏହି ଠକେଇ ମାମଲା ସମ୍ପର୍କରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯିବ।

ସୂଚନାଯୋଗ୍ୟ ଯେ, କୋଟି କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ଫେରାର୍ ଥିବା ଦକ୍ଷିଣ ଭାରତର ଏହି ଜଣାଶୁଣା ବ୍ୟବସାୟୀଙ୍କୁ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଗିରଫ କରିଥିଲା।  ଆୟାର୍ ଏଠାକାର ଏକ ହୋଟେଲରେ ପ୍ରାୟ ଦୁଇ ମାସ ଧରି ଛଦ୍ମ ନାଁରେ ରହୁଥିଲେ। ଗୁଇନ୍ଦା ସୂଚନା ଆଧାରରେ ଧରା ପଡ଼ିଥିବା ଆୟାରଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି।ଗତ କିଛିମାସ ଧରି ସେ ଫେରାର ଥିଲେ। ତାଙ୍କ ନାଁରେ ଜାମିନ ବିହିନ ଗିରଫ ପରୱାନା ଜାରି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story