ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ଘଟଣା:  ହୋଟେଲ ଟ୍ରାଇଡେଣ୍ଟନ୍ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟ୍ ନାଁରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ୍। ବ୍ୟାଙ୍କ ଠକେଇ ମାମଲା ସହିତ ଜଡ଼ିତ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଏହି ହୋଟେଲରେ ଦୁଇ ମାସ ଧରି ଛଦ୍ମ ନାମରେ ରହିବା ନେଇ ଏହି ମାମଲା ରୁଜୁ କରି ପୋଲିସ୍। ତଥ୍ୟ ଲୁଚାଇବା, ଅପରାଧିକ ଷଡ଼ଯନ୍ତ୍ର ଭଳି ଆଇପିସି ଧାରାରେ ପୋଲିସ୍ ଏହି ତାରକା ହୋଟେଲ ନାଁରେ ମାମଲା ରୁଜୁ କରିଛି। ସେହିପରି ଛଦ୍ମନାମରେ ରହିବା ନେଇ ପି.କେ […]

trident

trident

Rakesh Mallick
  • Published: Monday, 08 June 2015
  • Updated: 08 June 2015, 04:31 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟ୍ ନାଁରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ୍। ବ୍ୟାଙ୍କ ଠକେଇ ମାମଲା ସହିତ ଜଡ଼ିତ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଏହି ହୋଟେଲରେ ଦୁଇ ମାସ ଧରି ଛଦ୍ମ ନାମରେ ରହିବା ନେଇ ଏହି ମାମଲା ରୁଜୁ କରି ପୋଲିସ୍। ତଥ୍ୟ ଲୁଚାଇବା, ଅପରାଧିକ ଷଡ଼ଯନ୍ତ୍ର ଭଳି ଆଇପିସି ଧାରାରେ ପୋଲିସ୍ ଏହି ତାରକା ହୋଟେଲ ନାଁରେ ମାମଲା ରୁଜୁ କରିଛି। ସେହିପରି ଛଦ୍ମନାମରେ ରହିବା ନେଇ ପି.କେ ଆୟରଙ୍କ ନାଁରେ ବି ମାମଲା ରୁଜୁ କରିଛି କମିଶନରେଟ ପୋଲିସ୍।

ପି.କେ ଆୟାର ଦୁଇ ମାସ ହେଲା ଟ୍ରାଇଡେଣ୍ଟରେ ରହିଥିଲେ। ସେ ଛଦ୍ମନାମରେ ରହିଥିଲେ। କିନ୍ତୁ ଉକ୍ତ ରୁମଟି ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିଲା। ଚନ୍ଦା ଆଠୱାନି ନାମ୍ନୀ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିଲା। ଏ ମହିଳା ପ୍ରକୃତରେ ଅଛନ୍ତି କି ନା ନାହିଁ ତାହା ଏକ ପୃଥକ ଘଟଣା। ଏବଂ ଏହା ମଧ୍ୟ ତଦନ୍ତ ହେବା ଦରକାର। ତେବେ ମୁଖ୍ୟ କଥା ହେଉଛି ପି.କେ ଆୟାର ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଏକ ରୁମରେ ଏତେ ଦିନ ରହିବା ସତ୍ତ୍ୱେ କିପରି ହୋଟେଲର କର୍ମଚାରୀ ଓ ଅଧିକାରୀମାନେ କିପରି ତାଙ୍କ ଉପରେ ସନ୍ଦେହ କଲେ ନାହିଁ କି ହୋଟେଲ କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଜଣାଇଲେ ନାହିଁ। ସେହିପରି ଟ୍ରାଇଡେଣ୍ଟ୍ ପକ୍ଷରୁ କମିଶନରେଟ୍ ପୋଲିସକୁ ଅକୁପେନସି ଚାର୍ଟ ମଧ୍ୟ ଦିଆଯାଉନଥିଲା ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ତେଣୁ ଟ୍ରାଇଡେଣ୍ଟ ନାଁରେ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି। ଏହି ଘଟଣା ପରେ ଭୁବନେଶ୍ୱରର ଅନ୍ୟ ତାରକା ହୋଟେଲ ଗୁଡ଼ିକ ସତର୍କ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story