ଓଡ଼ିଶାରେ ଭୂତଳ ଜଳ କମିବା ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଓଡ଼ିଶାରେ ଭୂତଳ ଜଳସ୍ତର କମିବା ନେଇ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଦିଲ୍ଲୀରେ ଓଟିଭିକୁ ପ୍ରତିକ୍ରିୟା ଦେଇ ଉମା ଭାରତୀ କହିଛନ୍ତି, “ଇଂରେଜ ଅମଳରେ ଯାହା ହୋଇ ନ ଥିଲା ଓଡ଼ିଶାରେ ଗତ ୧୦-୨୦ ବର୍ଷ ଭିତରେ ସେଭଳି ସ୍ଥିତି ଉପୁଜିଛି।” ସେ କହିଛନ୍ତି,“ଭୂତଳ ଜଳସ୍ତର କମିବା ନେଇ ରିପୋର୍ଟ ହସ୍ତଗତ ହୋଇଛି। ଖାସ୍‌ କରି ଓଡ଼ିଶାର ପୁରୀ ଅଞ୍ଚଳରେ ଜଳସ୍ତର ବିଶେଷ ପରିମାଣରେ ହ୍ରାସ ପାଇଛି। ଏନେଇ […]

uma-bharati

uma-bharati

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 03:15 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶାରେ ଭୂତଳ ଜଳସ୍ତର କମିବା ନେଇ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ।

ଦିଲ୍ଲୀରେ ଓଟିଭିକୁ ପ୍ରତିକ୍ରିୟା ଦେଇ ଉମା ଭାରତୀ କହିଛନ୍ତି, “ଇଂରେଜ ଅମଳରେ ଯାହା ହୋଇ ନ ଥିଲା ଓଡ଼ିଶାରେ ଗତ ୧୦-୨୦ ବର୍ଷ ଭିତରେ ସେଭଳି ସ୍ଥିତି ଉପୁଜିଛି।”

ସେ କହିଛନ୍ତି,“ଭୂତଳ ଜଳସ୍ତର କମିବା ନେଇ ରିପୋର୍ଟ ହସ୍ତଗତ ହୋଇଛି। ଖାସ୍‌ କରି ଓଡ଼ିଶାର ପୁରୀ ଅଞ୍ଚଳରେ ଜଳସ୍ତର ବିଶେଷ ପରିମାଣରେ ହ୍ରାସ ପାଇଛି। ଏନେଇ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ନିର୍ମାଣ କାମରେ ଭୂତଳ ଜଳର ଅପବ୍ୟବହାର ଉପରେ ରୋକ୍ ଲଗାଯିବ। ଭୂତଳ ଜଳକୁ ରିଚାର୍ଜ କରିବା ପାଇଁ ରାଜ୍ୟକୁ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story