ମୋ ସ୍ତ୍ରୀ ବଞ୍ଚିପାରିଥାନ୍ତା: ମନୀନ୍ଦ୍ରନାଥ ଦତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖାପାଖି ଅଢ଼େଇ ବର୍ଷ ହେବ କର୍କଟ ସହ ଲଢ଼ି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଆଲବମ୍‌ କୁଇନ ଦୀପା ସାହୁଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ଆଲବମ୍‌ ଜଗତକୁ ଏକ ନୂଆ ପରିଚୟ ଦେଇଥିବା ଦୀପାଙ୍କ ବିୟୋଗକୁ ତାଙ୍କ ପ୍ରଂଶସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତକାଲି ଦୀପାଙ୍କର ନିଜ ଜନ୍ମସ୍ଥାନ ଢ଼େଙ୍କାନାଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଦୀପାଙ୍କର ସ୍ୱାମୀ ମନୀନ୍ଦ୍ରନାଥ ଦତ୍ତ କହିଛନ୍ତି ଯେ, ଦୀପାଙ୍କ ଅବସ୍ଥା ଗମ୍ଭୀର ଥିଲା। […]

700-1

700-1

Tapas Behera
  • Published: Tuesday, 28 July 2020
  • Updated: 29 July 2020, 03:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖାପାଖି ଅଢ଼େଇ ବର୍ଷ ହେବ କର୍କଟ ସହ ଲଢ଼ି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଆଲବମ୍‌ କୁଇନ ଦୀପା ସାହୁଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ଆଲବମ୍‌ ଜଗତକୁ ଏକ ନୂଆ ପରିଚୟ ଦେଇଥିବା ଦୀପାଙ୍କ ବିୟୋଗକୁ ତାଙ୍କ ପ୍ରଂଶସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତକାଲି ଦୀପାଙ୍କର ନିଜ ଜନ୍ମସ୍ଥାନ ଢ଼େଙ୍କାନାଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଦୀପାଙ୍କର ସ୍ୱାମୀ ମନୀନ୍ଦ୍ରନାଥ ଦତ୍ତ କହିଛନ୍ତି ଯେ, ଦୀପାଙ୍କ ଅବସ୍ଥା ଗମ୍ଭୀର ଥିଲା। ରିକଭରି ହୋଇପାରିଥାନ୍ତା । ହେଲେ କରୋନା ପାଇଁ ସବୁ କିଛି ବିଗିଡ଼ିଗଲା। କରୋନା ପାଇଁ ମୁଁ ତାଙ୍କୁ ମୁମ୍ବାଇ ନେଇପାରିଲୁନି। କ୍ୟାପିଟାଲ ହସପିଟାଲରେ ରକ୍ତ ସୁବିଧା ଥିବ ବୋଲି ଭାବି ମୁଁ ତାଙ୍କୁ ସେଠିକି ନେଇଯାଇଥିଲି। ହେଲେ ସେଠାରେ ପରିସ୍ଥିତି ଅଧିକ ଟିକେ ବିଗିଡ଼ିଗଲା। ତାଙ୍କର ହିମୋଗ୍ଲୋବିନ ୫.୮ ହୋଇଯାଇଥିଲା। ସେଠାରୁ ପୁଣି ମୁଁ ତାଙ୍କୁ ଏମସ୍‌ ନେଇଯାଇଥିଲି। ଏମ୍‌ସରୁ ସୁସ୍ଥ ହୋଇ ଘରକୁ ଫେରିଥିଲା। ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ମୁଁ ପୁଣି ତାଙ୍କୁ ଏମ୍‌ସ ନେଇ ଯାଇଥିଲି।

ଏମ୍‌ସ ରେ ସେମାନେ କ୍ୟବିନ୍ ଦେଇପାରିଲେନି। ଏହା ପରେ ବାଧ୍ୟ ହୋଇ ମୁଁ ତାଙ୍କୁ ସ୍ପର୍ଶ ହସପିଟାଲ ଆଣିଥିଲି। ଯଦି କରୋନା ନଥାନ୍ତା ମୁଁ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲ ନେଇଯାଇଥିଲେ ବୋଧ ହୁଏ ସେ ଭଲ ହୋଇଯାଇଥାନ୍ତେ ବୋଲି ସେ କହିଛନ୍ତି। ୨ ବର୍ଷରୁ ଅଧିକ ସମୟ ଧରି ଦୀପା କ୍ୟାନସର ସହ ଲଢେଇ କରୁଥିଲେ। ଗତ ମାସରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ଓ ତା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।

ଦୀପା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଲ୍ୟାମ୍ବା ଗାଁରେ ୨୫ ଅକ୍ଟୋବର ୧୯୮୫​‌ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଢେଙ୍କାନାଳର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପାଠ ପଢ଼ିଥିଲେ ।  ଓଡ଼ିଶୀ ନୃତ୍ୟରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଦୀପା। ତାଙ୍କ ବାପା ହେଉଛନ୍ତି ଉଲ୍ଲାସ ସାହୁ ଓ ମା ସ୍ୱର୍ଗତା ମଞ୍ଜୁଲତା ସାହୁ। ପିଲାବେଳୁ ଦୀପା ଢେଙ୍କାନାଳ ସହରର ଜବାହରଚୌକ ସ୍ଥିତ ନିଜ ମାମୁଙ୍କ ଘରେ ରହି ପାଠ ପଢୁଥିଲେ ।  ଦୀପା ୧୬ ବର୍ଷର ହୋଇଥିବାବେଳେ ତାଙ୍କ ମା ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଦୀପା ୧୯୯୬ ମସିହାରୁ ଆଲବମ ଦୁନିଆରେ ପାଦ ଥାପିଥିଲେ । ପରେ ସେ ମନିନ୍ଦ୍ର ଦତ୍ତଙ୍କୁ ବିବାହ କରିଥିଲେ। ତାଙ୍କର ୧୧ ବର୍ଷର ଝିଅଟିଏ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story