ଯବାନଙ୍କ ପ୍ରେମରେ ହରିଣ ଛୁଆ, ଥରେ ଡାକି ଦେଲେ ଧାଇଁ ଆସୁଛି

ମାଲକାନଗିରି(ଜିତେନ୍ଦ୍ର ବେଉରା): ’ପୁଟକି’ ଡାକିଦେଲେ ଆଖି ପିଛୁଳାକେ ଧାଇଁ  ଆସୁଛି। ଆଉ ପାଖ ଛାଡ଼ୁନି। ଏପରିକି ପିଛା କରି ଜଙ୍ଗଲରେ ମାଇଲ ମାଇଲ ବାଟ ବି ଯାଉଛି। ଆଉ ସନ୍ଧ୍ୟା ହେଲେ ବାହୁଡ଼ି ଆସୁଛି। ଏପରି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲା କିସ୍ତଓ୍ୱାର ଅଞ୍ଚଳରେ । ଏଠାରେ ଯବାନଙ୍କ ପ୍ରେମରେ ପଡ଼ି ଯାଇଛି ଗୋଟିଏ ହରିଣ ଛୁଆ ।  ଆଗରେ ହରିଣ ଛୁଆ, ପଛରେ ଚାଲି ଚାଲି ଯାଉଛନ୍ତି ଯବାନ । ଆ’ କହିଲେ […]

deer

deer

Niharika Rout
  • Published: Tuesday, 07 December 2021
  • Updated: 07 December 2021, 01:13 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ’ପୁଟକି’ ଡାକିଦେଲେ ଆଖି ପିଛୁଳାକେ ଧାଇଁ  ଆସୁଛି। ଆଉ ପାଖ ଛାଡ଼ୁନି। ଏପରିକି ପିଛା କରି ଜଙ୍ଗଲରେ ମାଇଲ ମାଇଲ ବାଟ ବି ଯାଉଛି। ଆଉ ସନ୍ଧ୍ୟା ହେଲେ ବାହୁଡ଼ି ଆସୁଛି। ଏପରି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲା କିସ୍ତଓ୍ୱାର ଅଞ୍ଚଳରେ ।

ଏଠାରେ ଯବାନଙ୍କ ପ୍ରେମରେ ପଡ଼ି ଯାଇଛି ଗୋଟିଏ ହରିଣ ଛୁଆ ।  ଆଗରେ ହରିଣ ଛୁଆ, ପଛରେ ଚାଲି ଚାଲି ଯାଉଛନ୍ତି ଯବାନ । ଆ’ କହିଲେ ପାଖକୁ ଚାଲି ଆସୁଛି । ଆଉ ଜଙ୍ଗଲ ମଧ୍ୟରେ ଯବାନଙ୍କୁ ବାଟ କଢ଼େଇ ନେଉଛି । ଶ୍ରଦ୍ଧାରେ  ହରିଣ ଛୁଆକୁ ‘ପୁଟକି’ ବୋଲି ଡାକୁଛନ୍ତି ଯବାନ  ।

ମାଓ ଅପରେସନରେ ନିୟୋଜିତ ଯବାନଙ୍କ ପ୍ରେମରେ ପଡିଯାଇଛି ଏହି ହରିଣ ଛୁଆ । ଯବାନମାନେ ଯେତେବେଳେ ଜଙ୍ଗଲ ମଧ୍ୟକୁ ଅପରେସନରେ ଯାଉଛନ୍ତି, ଟିକିଏ ‘ପୁଟକି’  ବୋଲି ଡାକିଦେଲେ ସେ ପାଖକୁ ଚାଲି ଆସୁଛି । ଆଉ ଯବାନଙ୍କୁ ସାଥିରେ ଜଙ୍ଗଲରେ ଚାଲୁଛି । କ୍ୟାମ୍ପକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ସାଥିରେ ରହୁଛି । ଏହାପରେ ପୁଣିଥରେ ଜଙ୍ଗଲ ମଧ୍ୟକୁ ଚାଲିଯାଉଛି ହରିଣ ‘ପୁଟକି ’।

କିଛି ଦିନ ତଳେ କିସ୍ତଓ୍ୱାର ଜଙ୍ଗଲରେ ହରିଣ ଛୁଆଟି ଗୁରୁତର ଆହତ ହୋଇ ପଡିଥିଲା । ସେତେବେଳେ ମାଓ ଅପରେସନରେ ନିୟୋଜିତ ଥିଲେ ଡିଆରଡି ଯବାନ । ହରିଣର ଯନ୍ତ୍ରଣା ସହି ନ ପାରି ତା’ର ଚିକିତ୍ସା କରାଇଲେ । ଶେଷରେ ହରିଣ ଛୁଆଟି ସୁସ୍ଥ ହୋଇଥିଲା ।  ଆଉ ସେହିଦିନଠାରୁ ଯବାନଙ୍କ ସାଥିରେ ଚାଲୁଛି ହରିଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story