ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସର ବି-୪ କୋଚ୍‌ରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଯାଇଥିଲା। ଫଳରେ ଉତ୍ତର ପ୍ରଦେଶ ଗାଜିଆବାଦ ନିକଟ ଖୁର୍ଜ୍ଜା ଷ୍ଟେସନରେ ଟ୍ରେନ୍‌କୁ କିଛି ସମୟ ଅଟକାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା। ପରେ ଟ୍ରେନଟି  ଭୁବନେଶ୍ୱର ଅଭିମୁଖେ  ଯାତ୍ରା ଆରମ୍ଭ କରିଛି। ତେବେ ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।  ଅନ୍ୟପକ୍ଷରେ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ‘ବ୍ରେକ୍  ବାଇଣ୍ଡିଂ ଯୋଗୁଁ ଟ୍ରେନର ଚକ ତଳୁ  […]

train

train

Rakesh Mallick
  • Published: Friday, 11 March 2016
  • Updated: 11 March 2016, 05:09 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସର ବି-୪ କୋଚ୍‌ରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଯାଇଥିଲା। ଫଳରେ ଉତ୍ତର ପ୍ରଦେଶ ଗାଜିଆବାଦ ନିକଟ ଖୁର୍ଜ୍ଜା ଷ୍ଟେସନରେ ଟ୍ରେନ୍‌କୁ କିଛି ସମୟ ଅଟକାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା। ପରେ ଟ୍ରେନଟି  ଭୁବନେଶ୍ୱର ଅଭିମୁଖେ  ଯାତ୍ରା ଆରମ୍ଭ କରିଛି। ତେବେ ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

 ଅନ୍ୟପକ୍ଷରେ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ‘ବ୍ରେକ୍  ବାଇଣ୍ଡିଂ ଯୋଗୁଁ ଟ୍ରେନର ଚକ ତଳୁ  ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ଟ୍ରେନ୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ  ଟ୍ରେନଟି ଯାତ୍ରା ଆରମ୍ଭ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସେ ସୂଚନା ଦେଇଛନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story