କଲବଲ କରୁଛି ଘନ କୁହୁଡ଼ି; ରାସ୍ତାଘାଟ ଶୂନଶାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦ୍ୱୈତ ନଗରୀ ସମେତ ପୂରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି । ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉ ନଥିବା ବେଳେ ରାସ୍ତାଘାଟ ପୂରା ଶୂନଶାନ ହୋଇଯାଇଛି । ଅଘଟଣରୁ ବର୍ତ୍ତିବା ପାଇଁ ରାସ୍ତା କଡ଼ରେ ଅଟକି ରହିଛି ବହୁ ଭାରି ଯାନ । ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଲୋକେ ହଇରାଣ ହେଉଥିବା […]

fog-4--1

fog-4--1

Niharika Rout
  • Published: Friday, 17 January 2020
  • Updated: 17 January 2020, 09:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦ୍ୱୈତ ନଗରୀ ସମେତ ପୂରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି । ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉ ନଥିବା ବେଳେ ରାସ୍ତାଘାଟ ପୂରା ଶୂନଶାନ ହୋଇଯାଇଛି ।

ଅଘଟଣରୁ ବର୍ତ୍ତିବା ପାଇଁ ରାସ୍ତା କଡ଼ରେ ଅଟକି ରହିଛି ବହୁ ଭାରି ଯାନ । ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଲୋକେ ହଇରାଣ ହେଉଥିବା ବେଳେ ଯାତାୟାତ ସାଘାଂତିକ ଭାବେ ବାଧାପ୍ରାପ୍ତ  ହୋଇଛି । କେବଳ କଟକ ଓ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ୩ ଦିନ ଧରି ଲୋକଙ୍କୁ କଲବଲ କରୁଛି କୁହୁଡ଼ି।

ଗତ ୨ ଦିନ ଧରି କୁହୁଡ଼ି ପରିମାଣ ବଢ଼ିବାରେ ଲାଗିଥିବା ବେଳେ ଆଜି ଭୁବନେଶ୍ୱର ସମେତ କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱରକୁ ଆଚ୍ଛାଦିତ କରିଛି ଘନ କୁହୁଡ଼ି। ଏଥିଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୦-୨୫ ମିଟର ଦୂରତାରୁ ରାସ୍ତାରେ କିଛି ଦେଖାଯାଉନି। ଏଥିଯୋଗୁ ସକାଳୁ ସକାଳୁ ଲୋକେ ବିଭିନ୍ନ ସ୍ଥାନକୁ ଯାତାୟତ କରିବାରେ ହଇରାଣ ହେଉଛନ୍ତି।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ,ଚାନ୍ଦବାଲିକୁ ସବୁଠୁ ଅଧିକ ଘନ କୁହୁଡ଼ି ଆଚ୍ଛାଦିତ କରିଛି। ଏଠାରେ ୨୦ ମିଟର ପରେ  କିଛି ଦୃଶ୍ୟମାନ ହେଉନି। ପାରାଦୀପ ଓ ଅନୁଗୋଳରେ ୩୦ମିଟର,  କଟକ, ଭୁବନେଶ୍ୱର ଓ ପୁରୀରେ ୫୦ ମିଟର ଦୂରତାରୁ କିଛି ଦୃଶ୍ୟମାନ ହେଉନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story