ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଗଣ ଶିକ୍ଷକଙ୍କ ସମସ୍ୟାର ସମାଧାନ କରାଯିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଗଣ ଶିକ୍ଷକଙ୍କ ସମସ୍ୟାର ସମାଧାନ କରାଯିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗଣ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି। ସେହିପରି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିଛି। ଆଲୋଚନା ଜରିଆରେ ଗଣ ଶିକ୍ଷକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ଆଜି ଗଣ ଶିକ୍ଷକମାନେ ଭୁବନେଶ୍ୱରରେ ୭ଜଣ ମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ଦେବା […]

davi-misra

davi-misra

Rakesh Mallick
  • Published: Friday, 27 November 2015
  • Updated: 27 November 2015, 04:01 PM IST

Sports

Latest News

ଭୁବନେଶ୍ୱର: ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଗଣ ଶିକ୍ଷକଙ୍କ ସମସ୍ୟାର ସମାଧାନ କରାଯିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗଣ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି। ସେହିପରି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିଛି। ଆଲୋଚନା ଜରିଆରେ ଗଣ ଶିକ୍ଷକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ଆଜି ଗଣ ଶିକ୍ଷକମାନେ ଭୁବନେଶ୍ୱରରେ ୭ଜଣ ମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରି କି ଆନ୍ଦୋଳନ ଓ ବିକ୍ଷୋଭ ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗଣ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ନେଇ ନିଷ୍ପତ୍ତି ପାଇଁ ୭ଜଣ ମନ୍ତ୍ରୀଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ୩ମାସ ମଧ୍ୟରେ ଏ ନେଇ ନିଷ୍ପତ୍ତି ନିଆଯିବାକୁ କୁହାଯାଇଥିଲା। ଏହା ମଧ୍ୟରେ ଧାର୍ଯ୍ୟ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ଗଣ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା।

ରାଜ୍ୟରେ ସମସ୍ତ ବର୍ଗର ୨୨ ହଜାର ଗଣ ଶିକ୍ଷକ ଅଛନ୍ତି। ମୂଳ ନିଯୁକ୍ତିଠାରୁ ୬ ବର୍ଷ ପର୍ଯ୍ୟନ୍ତ ଚାକିରିରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ସେମାନେ ଦାବି କରିଛନ୍ତି।   ପୂର୍ବରୁ ସ୍ୟାଟ୍ ବି ଗଣ ଶିକ୍ଷକଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏପଟେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା। ସମସ୍ୟାର ସମାଧାନ ଲାଗି ଡିସେମ୍ୱର ତୃତୀୟ ସପ୍ତାହ ପର୍ଯ୍ୟନ୍ତ କମିଟି ସମୟ ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story