ହୋଲି ଖେଳ ଉପରେ ସରକାରୀ କଟକଣା ବଳବତ୍ତର, ତଥାପି ବଜାର ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବା ସହ ମାର୍ଚ୍ଚ ମାସ ପାଇଁ ଜାରି ଗାଇଡଲାଇନରେ ଚଳିତ ବର୍ଷ ସାର୍ବଜନୀନ ସ୍ଥାନରେ ‘ହୋଲି ଖେଳ’ ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସହରରେ ରଙ୍ଗ-ଅବିର ଦୋକାନରେ ଯେଭଳି ଭିଡ଼ ଲାଗି ରହିଛି ତାକୁ ଦେଖିଲେ ରାଜ୍ୟ ସରକାରଙ୍କ ହୋଲି କଟକଣା ବଳବତ୍ତର ରହିଛି କି ନାହିଁ ତାକୁ ନେଇ ଆଶଙ୍କା […]

Holi

Holi

Ordigital Desk
  • Published: Friday, 18 March 2022
  • Updated: 18 March 2022, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବା ସହ ମାର୍ଚ୍ଚ ମାସ ପାଇଁ ଜାରି ଗାଇଡଲାଇନରେ ଚଳିତ ବର୍ଷ ସାର୍ବଜନୀନ ସ୍ଥାନରେ ‘ହୋଲି ଖେଳ’ ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସହରରେ ରଙ୍ଗ-ଅବିର ଦୋକାନରେ ଯେଭଳି ଭିଡ଼ ଲାଗି ରହିଛି ତାକୁ ଦେଖିଲେ ରାଜ୍ୟ ସରକାରଙ୍କ ହୋଲି କଟକଣା ବଳବତ୍ତର ରହିଛି କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଫେବୃୟାରୀ ୨୮ତାରିଖରେ ମାର୍ଚ୍ଚ ପାଇଁ ଜାରି କୋଭିଡ୍ ଗାଇଡଲାଇନରେ ଚଳିତବର୍ଷ ହୋଲି ରାଜ୍ୟବ୍ୟାପୀ ସର୍ବସାଧାରଣ ସ୍ଥାନରେ ବା ରାସ୍ତାରେ ପାଳନ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିବା ସହ ଲୋକେ ନିଜ ପରିବାର ସଦସ୍ୟଙ୍କ ସହିତ ଘର ଭିତରେ ହୋଲି ଖେଳି ପାରିବେ ବୋଲି କହିଥିଲେ। ଏହାସହିତ ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ମଧ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ଦ୍ଦେଶନାମା ଆଜି ବି ରାଜ୍ୟରେ ବଳବତ୍ତର ଥିଲେ ମଧ୍ୟ ଆଜି ରଙ୍ଗ-ଅବିର କିଣିବା ପାଇଁ ଦୋକାନଗୁଡ଼ିକରେ ଅସମ୍ଭବ ପ୍ରକାରର ଭିଡ଼ ଲାଗି ରହିଥିଲା । ଯାହାକି ରାଜ୍ୟ ସରକାରଙ୍କ ଏହି କଟକଣା ବଳବତ୍ତର ଅଛି କି ତାକୁ ନେଇ ସଂଶୟ ଲାଗି ରହିଛି । ଦୋଳ ମେଳଣକୁ ନେଇ ମଧ୍ୟ ସରକାର ଅନୁରୂପ କଟକଣା ଜାରି କରିଛନ୍ତି । ସୀମିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ମେଳଣ ପାଇଁ ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିଶନର ଅନୁମତି ଦେଇପାରିବେ ବୋଲି କହିଥିଲେ ।

ତେବେ ପ୍ରଶ୍ନ ଉଠୁଛି ,ରାଜ୍ୟରେ ହୋଲି ଖେଳ ଉପରେ କଟକଣା ସତ୍ତ୍ୱେ ଜିଲ୍ଲା ଓ ମହାନଗର ପ୍ରଶାସନଗୁଡ଼ିକ ପକ୍ଷରୁ ଅନୁରୂପ ସଚେତନତା କାହିଁକି ସୃଷ୍ଟି କରାଯାଇନି । ରଙ୍ଗ-ଅବିର ଓ ହୋଲି ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକରେ ଯେଭଳି ଭିଡ଼ ରହିଛି ସେସବୁକୁ ନିୟନ୍ତ୍ରଣ କରିବାକୁ କାହିଁକି ପ୍ରଶାସନ ଆଗେଇ ଆସି ନାହିଁ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନର ଏଭଳି ନିରବତା ହିଁ ପରୋକ୍ଷରେ ସରକାରଙ୍କ ହୋଲି କଟକଣା ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଳଘଂନ କରିବାକୁ ପ୍ରୋତ୍ସାହିତ କରାଇବ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story