୧୦୮ କୁମ୍ଭ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି , ହାତୀ ବେଶରେ ଦର୍ଶନ ଦେବେ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇ ଥିଲା ରୀତିନୀତି। ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପରେ ସ୍ନାନମଣ୍ଡପରେ ବିଜେ କରିଥିଲେ ମହାପ୍ରଭୁ  ଶ୍ରୀଜଗନ୍ନାଥ। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା । ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ୧୦୮ କୁମ୍ଭ ଜଳରେ କଲେ ସ୍ନାନ କରିଛନ୍ତି ଶ୍ରୀଜିଉ । […]

79-

79-

Tapas Behera
  • Published: Monday, 17 June 2019
  • Updated: 17 June 2019, 05:18 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇ ଥିଲା ରୀତିନୀତି। ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପରେ ସ୍ନାନମଣ୍ଡପରେ ବିଜେ କରିଥିଲେ ମହାପ୍ରଭୁ  ଶ୍ରୀଜଗନ୍ନାଥ। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ।

ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ୧୦୮ କୁମ୍ଭ ଜଳରେ କଲେ ସ୍ନାନ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ ଗଜାନନବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ।

ପରମ୍ପରା ଅନୁସାରେ ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଛନ୍ତି । ତେବେ ଅପରାହ୍ନରେ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଦେବସ୍ନାନ ପୂର୍ଣ୍ଣିମା ପରେ ଆସନ୍ତାକାଲି ଠାରୁ ଅଣସର ଗୃହକୁ ଚାଲିଥିବେ ଚତୁର୍ଦ୍ଧାମୂର୍ତ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story