ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେଲେ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେଲେ ଡିଜିପି। ଅପରପକ୍ଷେ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହେବା ସହ ମୁଦା ଲଫାପାରେ ତଦନ୍ତ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି। କିନ୍ତୁ ନାବାଳିକା ଗଣଦୁଷ୍କର୍ମ ପରି ସ୍ପର୍ଶକାତର ଘଟଣାରେ ପୁଲିସ୍‌ର ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ […]

highcourt-1

highcourt-1

Niharika Rout
  • Published: Wednesday, 18 November 2020
  • Updated: 18 November 2020, 01:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେଲେ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେଲେ ଡିଜିପି।

ଅପରପକ୍ଷେ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହେବା ସହ ମୁଦା ଲଫାପାରେ ତଦନ୍ତ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି।

କିନ୍ତୁ ନାବାଳିକା ଗଣଦୁଷ୍କର୍ମ ପରି ସ୍ପର୍ଶକାତର ଘଟଣାରେ ପୁଲିସ୍‌ର ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବା ନେଇ ମହିଳାଜଣଙ୍କ ଗତ ଅଗଷ୍ଟ ୩୦ ତାରିଖରେ  ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି  ମହିଳା ଥାନାରେ ମାମଲା ରୁଜୁ କରାଯାଇଥିଲା।

ଗତ ସେପ୍ଟେମ୍ବର ୩୦ ତାରିଖରେ ଏ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ତଦନ୍ତରେ ଶିଥିଳତାକୁ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ସହିତ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ୍‌ ମହାନିର୍ଦ୍ଦେଶକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story