ଢେଙ୍କାନାଳ: ପଥର ଖାଦାନରେ ଚଢ଼ାଉ ବେଳେ ପୋଲିସ୍ ଗୁଳିରେ ଜଣେ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ନିଶ୍ଚିନ୍ତ ପାହାଡ଼ରେ ଥିବା ପଥର ଖାଦାନରେ ଚଢ଼ାଉ ବେଳେ ଆଜି ପୋଲିସ୍ ଓ ପଥର ମାଫିଆ ମୁହାଁମୁହିଁ ହୋଇଛନ୍ତି। ପୋଲିସ୍ ଗୁଳିରେ ଜଣେ ପଥର ମାଫିଆ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଚଡ଼କାମରା ଅଞ୍ଚଳର ରମେଶ କବି। ରମେଶଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ଚିନ୍ତ ପାହାଡ଼ ପଥର ଖାଦାନରେ ବେଆଇନ ପଥର ଚାଲାଣ ହେଉଥିବା ବେଳେ ଗଁଦିଆ ତହସିଲଦାର କିଛି  ପୋଲିସ୍ କର୍ମଚାରୀଙ୍କୁ ଧରି ଚଢ଼ାଉ କରିବା […]

gadia

gadia

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 12:48 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ନିଶ୍ଚିନ୍ତ ପାହାଡ଼ରେ ଥିବା ପଥର ଖାଦାନରେ ଚଢ଼ାଉ ବେଳେ ଆଜି ପୋଲିସ୍ ଓ ପଥର ମାଫିଆ ମୁହାଁମୁହିଁ ହୋଇଛନ୍ତି। ପୋଲିସ୍ ଗୁଳିରେ ଜଣେ ପଥର ମାଫିଆ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଚଡ଼କାମରା ଅଞ୍ଚଳର ରମେଶ କବି। ରମେଶଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ଚିନ୍ତ ପାହାଡ଼ ପଥର ଖାଦାନରେ ବେଆଇନ ପଥର ଚାଲାଣ ହେଉଥିବା ବେଳେ ଗଁଦିଆ ତହସିଲଦାର କିଛି  ପୋଲିସ୍ କର୍ମଚାରୀଙ୍କୁ ଧରି ଚଢ଼ାଉ କରିବା ପାଇଁ ଯାଇଥିଲେ। ସେତେବେଳେ ପୋଲିସ୍ ଓ ପଥର ମାଫିଆ ମୁହାଁମୁହିଁ ହୋଇଥିଲେ।

ସ୍ଥାନୀୟ ବାସିନ୍ଦା ଅଭିଯୋଗ ଅନୁସାରେ ଗଞ୍ଜିଆ ଥାନା ଆଇଆଇସିଙ୍କ ସାଙ୍ଗରେ ରମେଶଙ୍କ କୌଣସି କଥାକୁ ନେଇ ବଚସା ହୋଇଥିଲା। ଆଇଆଇସି ଉତ୍ତ୍ୟକ୍ତ ହୋଇ ତାଙ୍କ ଗାଲକୁ ଗୁଳି ଚଳାଇଥିଲେ।

ଅନ୍ୟପକ୍ଷରେ ପୋଲିସ୍ କହିବା ଅନୁଯାୟୀ ପଥର ମାଫିଆମାନେ ତହସିଲଦାର ଓ ପୋଲିସ୍ କର୍ମଚାରୀଙ୍କ ଉପରେ ପଥରମାଡ଼ କରିଥିଲେ। ସେଥିପାଇଁ ଫାଙ୍କା ଗୁଳି ଚାଳାନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story