ଅହଂକାରୀ ଶାସନ ବିପଜ୍ଜନକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁରରେ ବିଜୟୀ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନବୀନକୁ କଡା ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, “ପିଇବାକୁ ବା ଜମିକୁ ପାଣି ନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି କି ଘରକୁ ୨୪ ଘଣ୍ଟିଆ ବିଜୁଳି ନାହିଁ। ଏହାକୁ ଯଦି ନବୀନ ବାବୁ ବିକାଶ ଭାବୁଥିବେ ତାଙ୍କୁ ଧନ୍ୟବାଦ। ବିଜେପୁରବାସୀ ୩ ଥର ଉତ୍ତର ଦେଇଛନ୍ତି। ଏଥର ସ୍ପଷ୍ଟ ଉତ୍ତର ଦେବେ। ଅହଂକାରୀ ଶାସନ ବିପଜ୍ଜନକ। ଆସନ୍ତା ୨୮ ତାରିଖରେ ତାଙ୍କୁ ଏହାର ଉତ୍ତର ମିଳିବ।”

ଗତକାଲି ଦିଲ୍ଲୀ ଗସ୍ତ ପୂର୍ବରୁ ନବୀନ କହିଥିଲେ ବିକାଶମୂଳକ କାର୍ଯ୍ୟ ଓ ଜନମଙ୍ଗଳକାରୀ ଯୋଜନା ପାଇଁ ଲୋକେ ଦଳ ଉପରେ ଆସ୍ଥା ରଖିଛନ୍ତି। ଭଲ ବ୍ୟବଧାନରେ ବିଜୟୀ ହେବୁ ବୋଲି ନବୀନ କହିଥିଲେ।

ନବୀନଙ୍କ ମନ୍ତବ୍ୟକୁ ନେଇ କ’ଣ କହୁଛନ୍ତି ଧର୍ମେନ୍ଦ୍ର ଶୁଣନ୍ତୁ ଏହି ଭିଡିଓ।

Ordigital Desk
• Published: Thursday, 15 February 2018
• Updated: 15 February 2018, 06:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁରରେ ବିଜୟୀ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନବୀନକୁ କଡା ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, “ପିଇବାକୁ ବା ଜମିକୁ ପାଣି ନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି କି ଘରକୁ ୨୪ ଘଣ୍ଟିଆ ବିଜୁଳି ନାହିଁ। ଏହାକୁ ଯଦି ନବୀନ ବାବୁ ବିକାଶ ଭାବୁଥିବେ ତାଙ୍କୁ ଧନ୍ୟବାଦ। ବିଜେପୁରବାସୀ ୩ ଥର ଉତ୍ତର ଦେଇଛନ୍ତି। ଏଥର ସ୍ପଷ୍ଟ ଉତ୍ତର ଦେବେ। ଅହଂକାରୀ ଶାସନ ବିପଜ୍ଜନକ। ଆସନ୍ତା ୨୮ ତାରିଖରେ ତାଙ୍କୁ ଏହାର ଉତ୍ତର ମିଳିବ।”

ଗତକାଲି ଦିଲ୍ଲୀ ଗସ୍ତ ପୂର୍ବରୁ ନବୀନ କହିଥିଲେ ବିକାଶମୂଳକ କାର୍ଯ୍ୟ ଓ ଜନମଙ୍ଗଳକାରୀ ଯୋଜନା ପାଇଁ ଲୋକେ ଦଳ ଉପରେ ଆସ୍ଥା ରଖିଛନ୍ତି। ଭଲ ବ୍ୟବଧାନରେ ବିଜୟୀ ହେବୁ ବୋଲି ନବୀନ କହିଥିଲେ।

ନବୀନଙ୍କ ମନ୍ତବ୍ୟକୁ ନେଇ କ’ଣ କହୁଛନ୍ତି ଧର୍ମେନ୍ଦ୍ର ଶୁଣନ୍ତୁ ଏହି ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos