ଢେଙ୍କାନାଳ: ବଳଦିଆବନ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ମୃତ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ  ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଯାଜପୁରରୁ ଏକ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ଫେରୁଥିବା ବେଳେ ବଳଦିଆବନ୍ଧରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ସୁଧାକର ପଣ୍ଡା, ତାଙ୍କ ପତ୍ନୀ ମେନକା ପଣ୍ଡା ଓ କୁମ୍ଭାରସାହିର ନନ୍ଦ କିଶୋର ରାଉଳ। ମୃତାହତମାନେ  ସମସ୍ତେ ଢେଙ୍କାନାଳ ସହର କାଠଗଡ଼ା ଅଞ୍ଚଳର […]

dkl accident

dkl accident

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 07:30 AM IST

Sports

Latest News

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ  ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଯାଜପୁରରୁ ଏକ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ଫେରୁଥିବା ବେଳେ ବଳଦିଆବନ୍ଧରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ସୁଧାକର ପଣ୍ଡା, ତାଙ୍କ ପତ୍ନୀ ମେନକା ପଣ୍ଡା ଓ କୁମ୍ଭାରସାହିର ନନ୍ଦ କିଶୋର ରାଉଳ। ମୃତାହତମାନେ  ସମସ୍ତେ ଢେଙ୍କାନାଳ ସହର କାଠଗଡ଼ା ଅଞ୍ଚଳର । ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos