ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

ଢେଙ୍କାନାଳ: କଙ୍କଡ଼ାହାଡ ଥାନା ଅନ୍ତର୍ଗତ କୋରଗୋଳାରେ ପୂର୍ବ ଶତ୍ରୁତାକୁ ନେଇ ବୁଧବାର ହତ୍ୟାକାଣ୍ଡ ଘଟିଛି।  ଗାଁର ଅନ୍ତର୍ଯ୍ୟାମୀ ଦେହୁରୀ ସେହି ଗାଁର ବଳରାମ ମହନ୍ତ ଏବଂ ତାଙ୍କ ପତ୍ନୀ ମିନିଙ୍କୁ ଠେଙ୍ଗା ପିଟି ହତ୍ୟା କରିଛି। ଖବରପାଇ କଙ୍କଡାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।