ପାଇପ୍‌ରେ ଯିବ ଗ୍ୟାସ୍‌

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଆଜି ଧାମରା-ଅନୁଗୁଳ ନାଚୁରାଲ ଗ୍ୟାସ ପାଇପ ଲାଇନ ଓ ଭୁବନେଶ୍ୱର-କଟକ-ପାରାଦୀପକୁ ଗ୍ୟାସ ପାଇପ ଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।</p> <p>ଏହି ଯୋଜନାରେ ପ୍ରଥମେ ପ୍ରାକୃତିକ ବାଷ୍ପ ସ୍ୱତନ୍ତ୍ର କଣ୍ଟେନର କ୍ୟାସ୍ କେଡେରରେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରୁ ସ୍ଥଳପଥରେ ଭୁବନେଶ୍ୱର ଆସିବ। ଏଥିପାଇଁ ଓଡ଼ିଶାରେ ୪ ହଜାର କୋଟି ଟଙ୍କା ବ୍ୟୟରେ ପାଇପ ଲାଇନ ନିର୍ମାଣ କରାଯାଉଛି।&nbsp; ୭୬୯ କିମି ବିଶିଷ୍ଟ ପାଇପ ଲାଇନ ୧୩ଟି ଜିଲ୍ଲା ଦେଇ ଯିବ।</p>

Ordigital Desk
  • Published: Sunday, 17 December 2017
  • Updated: 17 December 2017, 05:54 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଆଜି ଧାମରା-ଅନୁଗୁଳ ନାଚୁରାଲ ଗ୍ୟାସ ପାଇପ ଲାଇନ ଓ ଭୁବନେଶ୍ୱର-କଟକ-ପାରାଦୀପକୁ ଗ୍ୟାସ ପାଇପ ଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।</p><p>ଏହି ଯୋଜନାରେ ପ୍ରଥମେ ପ୍ରାକୃତିକ ବାଷ୍ପ ସ୍ୱତନ୍ତ୍ର କଣ୍ଟେନର କ୍ୟାସ୍ କେଡେରରେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରୁ ସ୍ଥଳପଥରେ ଭୁବନେଶ୍ୱର ଆସିବ। ଏଥିପାଇଁ ଓଡ଼ିଶାରେ ୪ ହଜାର କୋଟି ଟଙ୍କା ବ୍ୟୟରେ ପାଇପ ଲାଇନ ନିର୍ମାଣ କରାଯାଉଛି।&nbsp; ୭୬୯ କିମି ବିଶିଷ୍ଟ ପାଇପ ଲାଇନ ୧୩ଟି ଜିଲ୍ଲା ଦେଇ ଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos