ଭରସା ଡିଜିଟାଲ କ୍ୟାମ୍ପେନ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା କଷ୍ଟ ଭିତରେ ନିର୍ବାଚନ ଆସିଛି, ହେଲେ ଯୁଦ୍ଧ ତ ଲଢ଼ିବାକୁ ପଡ଼ିବ। ବାଜିମାତ୍ ପାଇଁ କଳ, ବଳ, କୌଶଳ ବି ଖଟାଇବାକୁ ପଡିବ । ଏମିତି ପଣ କରି ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନୀ ମୈଦାନରେ ସୋଶାଲ୍ ମିଡିଆକୁ ବଡ଼ ଆୟୁଧ କରିଛନ୍ତି ୩ ପ୍ରମୁଖ ଦଳ।  ନିଜ ନିଜର ଆଭିମୁଖ୍ୟ ଏବଂ ଦଳୀୟ ଏଜେଣ୍ଡାକୁ ଧରି ଫେସବୁକ୍, ହ୍ୱାଟ୍ସଆପ୍ ଜରିଆରେ ଜନତାଙ୍କ ପାଖରେ ପହଞ୍ଚିବାକୁ ଦିନରାତି ଲାଗିପଡ଼ିଛନ୍ତି ସମସ୍ତେ। ଡିଜିଟାଲ୍ ଫଣ୍ଡା […]

9nv

9nv

Tapas Behera
  • Published: Sunday, 25 October 2020
  • Updated: 26 October 2020, 07:23 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା କଷ୍ଟ ଭିତରେ ନିର୍ବାଚନ ଆସିଛି, ହେଲେ ଯୁଦ୍ଧ ତ ଲଢ଼ିବାକୁ ପଡ଼ିବ। ବାଜିମାତ୍ ପାଇଁ କଳ, ବଳ, କୌଶଳ ବି ଖଟାଇବାକୁ ପଡିବ । ଏମିତି ପଣ କରି ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନୀ ମୈଦାନରେ ସୋଶାଲ୍ ମିଡିଆକୁ ବଡ଼ ଆୟୁଧ କରିଛନ୍ତି ୩ ପ୍ରମୁଖ ଦଳ।  ନିଜ ନିଜର ଆଭିମୁଖ୍ୟ ଏବଂ ଦଳୀୟ ଏଜେଣ୍ଡାକୁ ଧରି ଫେସବୁକ୍, ହ୍ୱାଟ୍ସଆପ୍ ଜରିଆରେ ଜନତାଙ୍କ ପାଖରେ ପହଞ୍ଚିବାକୁ ଦିନରାତି ଲାଗିପଡ଼ିଛନ୍ତି ସମସ୍ତେ।

ଡିଜିଟାଲ୍ ଫଣ୍ଡା ଆପଣାଇ ଜନତା ଜନାର୍ଦ୍ଦନଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ। କାରଣ କରୋନା କଟକଣା ଯୋଗୁ ନା ଘାଇଁ ଘାଇଁ ପ୍ରଚାର ଗାଡ଼ି ବୁଲୁଛି ନା ବିଶାଳ ଶୋଭାଯାତ୍ରାରେ ଫାଟିପଡୁଛି ନିର୍ବାଚନୀ ମୈଦାନ। ତେଣୁ ସାହାରା ସାଜିଛି ସୋଶାଲ୍ ମିଡିଆ।  କାରଣ ସମସ୍ତଙ୍କ ହାତରେ ମୋବାଇଲ୍ ଅଛି ମାନେ ଫେସବୁକ୍ ଅଛି, ହ୍ୱାଟସ୍‌ଆପ୍‌ ସହ ଟ୍ୱିଟର୍ ବି ଅଛି । ତେଣୁ କିଏ ଭାବବିହ୍ୱଳ ଢଙ୍ଗରେ ତ ଆଉ କିଏ ଦଳୀୟ ଏଜେଣ୍ଡା । ନିଜ ଆଭିମୁଖ୍ୟକୁ ଫଟୋ ଟେକ୍ସଟ ଜରିଆରେ ପ୍ରସ୍ତୁତ କରି ପୋଷ୍ଟ କରୁଛନ୍ତି। ସେୟାର କରୁଛନ୍ତି ସୋଶାଲ ମିଡିଆରେ । ଆଉ ଏହି ଡିଜିଟାଲ୍ କ୍ୟାମ୍ପେନିଂର ଦାୟିତ୍ୱ ସମ୍ଭାଳୁଛନ୍ତି ସ୍ୱତନ୍ତ୍ର ଆଇଟି ସେଲ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story