ଆସୁନି ଓଟିପି, ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟଙ୍କା ଉଠାଇଲେ କିମ୍ବା ଡିପୋଜିଟ କଲେ ଆସୁନି ଓଟିପି। OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି। ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ କାରବାର କରୁଥିବା ଗ୍ରାହକମାନଙ୍କ ନିକଟକୁ କୌଣସି SMS ଆସୁନାହିଁ।  ଟଙ୍କା ନେଣଦେଣ, କୋ ଓ୍ବିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ଅନେକ ସମସ୍ୟା ହେଉଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା […]

Trai-On-Bank-Otp

Trai-On-Bank-Otp

Madhupriya Mistry
  • Published: Tuesday, 09 March 2021
  • Updated: 09 March 2021, 01:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟଙ୍କା ଉଠାଇଲେ କିମ୍ବା ଡିପୋଜିଟ କଲେ ଆସୁନି ଓଟିପି। OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି।

ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ କାରବାର କରୁଥିବା ଗ୍ରାହକମାନଙ୍କ ନିକଟକୁ କୌଣସି SMS ଆସୁନାହିଁ।  ଟଙ୍କା ନେଣଦେଣ, କୋ ଓ୍ବିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ଅନେକ ସମସ୍ୟା ହେଉଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାହକ ଅଭିଯୋଗ ଆଣିଛନ୍ତି।

SMS ମାଧ୍ୟମରେ ଅଜଣା ନମ୍ବରରୁ ଠକେଇକୁ ରୋକିବା ପାଇଁ ଟ୍ରାଇ ପକ୍ଷରୁ ଗତକାଲିଠାରୁ ନୂତନ ନିୟମ ଲାଗୁ କରାଯାଇଛି।  ଏହାପରଠାରୁ SMS ସେବାରେ ସମସ୍ୟା ଦେଖାଦେଇଛି।

ନୂତନ ଗାଇଡଲାଇନ ଅନୁଯାୟୀ, କମ୍ପାନୀ, ବ୍ୟାଙ୍କ, ସରକାରୀ ଏଜେନ୍ସି ଓ ଟେଲିମାର୍କେଟି କମ୍ପାନୀଗୁଡ଼ିକ ଟେଲିକମ୍ ଅପରେଟରଙ୍କ ସହ ଲିଙ୍କ୍ କରିବେ।  ଏଥିସହ ଗ୍ରାହକମାନଙ୍କ ପାଖକୁ ମେସେଜ ପଠାଇବା ପାଇଁ ପଂଜୀକରଣ କରିବେ।  ଏହି ନିୟମ ବର୍ତ୍ତମାନ କଡ଼ାକଡ଼ି ଭାବେ ଲାଗୁ ହେଉଥିବାରୁ, SMS ଆସୁନହିଁ। ଫଳରେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story