ଆଗକୁ ଆଲୋକର ପର୍ବ ଦୀପାବଳି: ସତର୍କତାର ସହ ବାଣ ଫୁଟାନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର: ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି। ସମସ୍ତେ ଆତସବାଜିରେ ମସଗୁଲ ହୋଇଯିବେ। ହେଲେ ଦୀପାବଳିରେ ଅବହେଳା ଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଥାଏ । ସାମାନ୍ୟ ସାବଧାନତା ଏପରି ଦୁର୍ଘଟଣାକୁ ଦୂରରେ ହେବ। ବାଣ ଫୁଟାଇବା ବେଳେ ଆବଶ୍ୟକ କିଛିଟା ସୁରକ୍ଷା ବ୍ୟବସ୍ଥା ବିଶେଷ କରି ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ଅଧିକ ସତର୍କତାର ଆବଶ୍ରକତା ରହିଛି। ପିଲାମାନେ ବାଣ ଫୁଟାବା ବେଳେ କେହି ବଡ ସେମାନଙ୍କ […]

safety-tips-diwali-1

safety-tips-diwali-1

Rakesh Mallick
  • Published: Friday, 06 November 2015
  • Updated: 08 November 2015, 07:33 AM IST

Sports

Latest News

ଭୁବନେଶ୍ୱର: ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି। ସମସ୍ତେ ଆତସବାଜିରେ ମସଗୁଲ ହୋଇଯିବେ। ହେଲେ ଦୀପାବଳିରେ ଅବହେଳା ଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଥାଏ । ସାମାନ୍ୟ ସାବଧାନତା ଏପରି ଦୁର୍ଘଟଣାକୁ ଦୂରରେ ହେବ।

IN16_VSS_DEEPAVALI2_J_8317gବାଣ ଫୁଟାଇବା ବେଳେ ଆବଶ୍ୟକ କିଛିଟା ସୁରକ୍ଷା ବ୍ୟବସ୍ଥା

ବିଶେଷ କରି ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ଅଧିକ ସତର୍କତାର ଆବଶ୍ରକତା ରହିଛି। ପିଲାମାନେ ବାଣ ଫୁଟାବା ବେଳେ କେହି ବଡ ସେମାନଙ୍କ ପାଖରେ ରହିବା ଆବଶ୍ୟକ। ଏହାଦ୍ୱାରା ସେମାନେ ଉପରେ ନଜର ରଖିହେବ। ସୁରକ୍ଷିତ ସ୍ଥାନରେ ବାଣ ରଖନ୍ତୁ, ଗହଳି ଜାଗାରେ ବାଣ ଫୁଟାନ୍ତୁ ନାହିଁ। ହାତରେ ଧରି ଯେପରି ଛୋଟ ପିଲାମାନେ ବାଣ ନ ଫୁଟାନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ। ଢିଲା କି ସିନ୍ଥେଟିକ ପୋଷାକ ପିନ୍ଧନ୍ତୁ ନାହିଁ। କଟନ୍ ପୋଷାକ ପିନ୍ଧନ୍ତୁ। ବାଣ ଫୁଟାଇବା ସମୟରେ ଓଢଣୀ ଓ ସ୍ରାକ୍ଫ ଉପରେ ଧ୍ୟାନ ଦିଅନ୍ତୁ। ଯେପରି ବାଣ ନିଆଁଠାରୁ ଦୂରେଇ ରହିବ। ବାଣ ଫୁଟାଇବା ସମୟରେ ଚପଲ କିମ୍ୱା ଜୋତା ନିହାତି ପିନ୍ଧନ୍ତୁ। ପକେଟରେ ବାଣ ରଖି ବୁଲନ୍ତୁ ନାହିଁ, ବିସ୍ଫୋରଣ ହେବାର ସମ୍ଭାବନା ରହିଛି। ବାଣ ଫୁଟାଇବା ସମୟରେ ପାଖରେ ସୁରକ୍ଷା ଲାଗି ପାଣି ନିହାତି ରଖନ୍ତୁ। ବାଣ ଫୁଟାଇବା ସମୟରେ ଦୂରତା ଅବଲମ୍ବନ କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ବାଣ ଫୁଟି ନ ଥାଏ ତାହାକୁ ଉଠାନ୍ତୁ ନାହିଁ । ସେଥିରେ ପାଣି ପକାଇ ନଷ୍ଟ କରିଦିଅନ୍ତୁ। ଅଧିକ ଶଦ୍ଦ ଥିବା ବାଣ ଫୁଟାଇବା ସମୟରେ ଇୟରପ୍ଲଗ୍ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶ୍ରବଣ ଶକ୍ତି ସୁରକ୍ଷିତ ରହିବ । କାରଣ ଅଧିକ ଶଦ୍ଦ ଥିବା ବାର ଫୁଟାଇଲେ ଏହା ଆମର ଶ୍ରବଣଶକ୍ତି ଉପରେ ପ୍ରଭାବ ପକାଇ ପାରେ। ବାଣରେ ଅନେକ ପ୍ରକାର କେମିକାଲ ମିଶ୍ରଣ କରାଯାଇଥାଏ । ବାଣ ଫୁଟାଇବା ପରେ ହାତ, ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ। ମଦ୍ୟପାନ କରି ବାଣ ଫୁଟାଇବାଠାରୁ ଦୂରେଇ ରୁହନ୍ତୁ । କିଛି ଅଘଟଣ ଘଟିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story