କ୍ୱାକଙ୍କୁ ମାରି ବିଲରେ ପୋତୁଥିଲେ, ଦେଖିଦେଲେ ଲୋକେ

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): କ୍ୱାକ୍‌ଙ୍କୁ  ହତ୍ୟା କରି ଧାନ ବିଲରେ ଗାତ ଖୋଳି ପୋତି ଦେଉଥିଲେ। ସ୍ଥାନୀୟ ଲୋକ ଦେଖିଦେବାରୁ ମୃତଦେହ ଛାଡ଼ି ପଳାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରିପଲ୍ଲୀ ରାସ୍ତାର ବାଘମାର ନାଳ ନିକଟରେ। ମୃତ କ୍ୱାକ ଜଣଙ୍କ ହେଲେ କୋଦଳା ଥାନା ଅନ୍ତର୍ଗତ ଶାଙ୍କୁଡା ଗ୍ରାମର ଜୟ ମହାନ୍ତି । ଜୟ ଦୀର୍ଘ ଦିନ ହେଲା ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଗାଁକୁ ସାଇକେଲରେ ଯାଇ ଲୋକଙ୍କର ଚିକିତ୍ସା […]

murder

murder

Tapaswini Nayak
  • Published: Saturday, 19 November 2022
  • Updated: 19 November 2022, 11:06 AM IST

Sports

Latest News

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): କ୍ୱାକ୍‌ଙ୍କୁ  ହତ୍ୟା କରି ଧାନ ବିଲରେ ଗାତ ଖୋଳି ପୋତି ଦେଉଥିଲେ। ସ୍ଥାନୀୟ ଲୋକ ଦେଖିଦେବାରୁ ମୃତଦେହ ଛାଡ଼ି ପଳାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରିପଲ୍ଲୀ ରାସ୍ତାର ବାଘମାର ନାଳ ନିକଟରେ। ମୃତ କ୍ୱାକ ଜଣଙ୍କ ହେଲେ କୋଦଳା ଥାନା ଅନ୍ତର୍ଗତ ଶାଙ୍କୁଡା ଗ୍ରାମର ଜୟ ମହାନ୍ତି ।

ଜୟ ଦୀର୍ଘ ଦିନ ହେଲା ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଗାଁକୁ ସାଇକେଲରେ ଯାଇ ଲୋକଙ୍କର ଚିକିତ୍ସା କରୁଥିଲେ। କାଲି ମଧ୍ୟ ଯାଇଥିଲେ। ହେଲେ ରାତିରେ ଆଉ ଘରକୁ ଫେରିନଥିଲେ। ଗତକାଲି ରାତିରେ ଗୁଣ୍ଡୁରିପଲ୍ଲୀ ରାସ୍ତାର ବାଘମାର ନାଳ ନିକଟରେ ଥିବା ବିଲରେ ଜୟଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ପୋତି ଦେବାକୁ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ମୃତଦେହ ଛାଡ଼ି ପଳାଇଥିଲେ।

ମୃତଦେହଟି  କ୍ୱାକ୍ ଜୟ ମହାନ୍ତିଙ୍କର ବୋଲି ସ୍ଥାନୀୟ ଲୋକେ ଚିହ୍ନିଥିଲେ। ଏନେଇ ପୁଲିସ ଓ ଜୟଙ୍କ ପରିବାର ଲୋକଙ୍କୁ  ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାସ୍ତା ପାର୍ଶ୍ୱରୁ ତାଙ୍କ ସାଇକେଲ ଓ ଜୋତା ପୁଲିସ ଜବତ କରିଛି। ତେବେ ଜୟଙ୍କୁ କାହିଁକି ଦୁର୍ବୃତ୍ତମାନେ ହତ୍ୟା କଲେ ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story